ବିବାହ ପୂର୍ବରୁ ଜଗା ଦର୍ଶନ କଲେ ଅନନ୍ତ ଅମ୍ବାନୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିବାହ ପୂର୍ବରୁ ଜଗା ଦର୍ଶନ କଲେ ଅନନ୍ତ ଅମ୍ବାନୀ । ଭୁବନେଶ୍ଵର ପହଞ୍ଚିବା ପରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ଏହାପରେ ସେ ଭୁବନେଶ୍ଵର ଫେରି ମୁମ୍ବାଇ ଫେରିଯିବେ ବୋଲି ସୂଚନା ମିଳିଛି । ସୂଚନା ଥାଉକି ଗତ କିଛି ଦିନ ତଳେ ଦେଶର ବିଶିଷ୍ଟ ବ୍ୟବସାୟୀ ମୁକେଶ ଅମ୍ୱାନୀଙ୍କ ସାନ ପୁଅ ରାଧିକା ମର୍ଚେଣ୍ଟଙ୍କ ସହ ନିର୍ବନ୍ଧ ଶେଷ ହୋଇଛି ।

Leave A Reply

Your email address will not be published.