ଆମ୍ବଗାଁଠାରେ ସଡକ ଦୁର୍ଘଟଣା : ୧ ଗୁରୁତର ଓଡିଶା By Koshala Prabaha On Sunday 22nd January 2023, 5:01 pm Share ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆମ୍ବଗାଁରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ଗୁରୁତର ଭାବେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲଠାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଗୁରୁତର ବ୍ୟକ୍ତି ଜଣକ ସ୍ୱାଧୀନ କୁମାର ତରିଆ ବୋଲି ଜଣାପଡିଛି । balangir news