ଛାତରୁ ଖସି ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ସାଲେପାଲି ଗାଁର ନରେଶ ଧରୁଆ ନାମକ ଜଣେ ଯୁବକ ନିଜ ଘର ଛାତ ଉପରେ କାମ କରୁଥିଲେ । ହଠାତ୍‌ ମୁଣ୍ଡ ବୁଲାଇବାରୁ ସେ ଛାତ ଉପରୁ ତଳେ ପଡିଯାଇଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜକ ଓ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି ।

Leave A Reply

Your email address will not be published.