ବିନ୍ଧାପାଲି ଠାରେ କଂସ ଦରବାର ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଜି ବିନ୍ଧାପାଲି ଠାରେ କଂସ ଦରବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି କଂସ ଦରବାରରେ ଅତିଥି ଭାବେ ଆଗଲପୁର ଉପ ସଭାପତି ନିରୁପମା ପଧାନ, ଭରସୁଜା ନାଏବ ସରପଂଚ ତଥା ସମାଜସେବୀ ଲଳିତ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମଂଚରେ ଧନୁଯାତ୍ରା କମିଟିର ତ୍ରିିନାଥ ଭୋଇ ଓ ବାଲଗୋପାଳ ସାହୁ ମଂଚାସୀନ ଥିଲେ । କଂସ ଭୂମିକାରେ ମଦନ ପଧାନ ଅଭିନୟ କରିଥିବା ବେଳେ ଏହି କଂସ ଦରବାରକୁ ଦେଖିବାକୁ ଅନେକ ଲୋକଙ୍କ ଭିଡ ଜମିଥିଲା ।

Leave A Reply

Your email address will not be published.

eight + 5 =

error: Content is protected !!