କଳାକାର ସହାୟତା ଯୋଜନାରେ ଦରଖାସ୍ତ ଫର୍ମ ସହିତ ସଠିକ୍ କାଗଜପତ୍ରର ଯାଞ୍ଚ କାର୍ଯ୍ୟକ୍ରମ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ବଲାଙ୍ଗିର ଜିଲ୍ଲା ସଂସ୍କୃତି ବିଭାଗ କାର୍ଯ୍ୟାଳୟରେ କଳାକାର ସହାୟତା ଯୋଜନାରେ ଦରଖାସ୍ତ ଫର୍ମ ସହିତ ସଠିକ୍ କାଗଜପତ୍ରର ଯାଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତୁରେକେଲା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ତଥା ସାମାଜିକ ସୁରକ୍ଷା ଅଧିକାରୀ ହେମାନନ୍ଦ ବିଶ୍ୱାଲଙ୍କ ଦ୍ଵାରା କରାଯାଇ ଥିବା ବେଳେ ତୁରେକେଲା ବ୍ଲକ କଳା ଓ ସଂସ୍କୃତି ସଂଘର ଉପସଭାପତି କାର୍ତ୍ତିକେଶ୍ୱର ସାହୁ, ପୂର୍ବତନ ଉପସଭାପତି ଅମିଲ ପୁଟେଲ, ସକ୍ରିୟ ସଭ୍ୟ ଭକ୍ତ ବନ୍ଧୁ ମେହେର ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!