csstore

ବାଇକ ଚୋରକୁ ଗିରଫ କରି କୋର୍ଟ ଚାଲାଣ କଲା ସଦର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଦର ପୋଲିସ ଗୋଟିଏ ବାଇକ ଚୋରକୁ ଗିରଫ କରିବା ସହ ଗୋଟିଏ ବାଇକକୁ ଜବତ କରିଥିବା ନେଇ ଜଣାପଡିଛି । ତେବେ ଏହି ବାଇକ ଚୋରିକୁ ନେଇ ପୂର୍ବରୁ ସଦର ଥାନାରେ କେସ ନଂ.୫୨୯ / ୨୨ୟୁ / ଏସ୍‌ ୩୭୯ ଆଇପିସିରେ ଗାଟିଏ ମାମଲା ରୁଜୁ ହେବା ପରେ ଘଟଣାର ତଦନ୍ତ କରି ପୋଲିସ ଆଜି ଅଭିଯୁକ୍ତ ଭୋଜରାଜ ଡାଙ୍ଗକୁ ଗିରଫ କରିବା ସହ ତା ନିକଟରୁ ଗୋଟିଏ ବାଇକ ଉଦ୍ଧାର କରି କୋର୍ଟ ଚାଲାଣ କରିଛି ସଦର ପୋଲିସ ବୋଲି ଆଇଆଇସି ଶ୍ରୀକାନ୍ତ ସାହୁ କହିଛନ୍ତି ।

jayashree
Leave A Reply

Your email address will not be published.