ପ୍ରଥମ ପର୍ଯ୍ୟାୟରେ ୧୫୬୩ ମେଡିକାଲ ସିଟ୍ ଆବଣ୍ଟନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ବିଭିନ୍ନ ମେଡିକାଲ୍ କଲେଜରେ ଉଭୟ ଏମବିବିଏସ୍ ଓ ବିଡିଏସ୍ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ଚୁଡ଼ାନ୍ତ ସିଟ୍ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇଛି । ପ୍ରଥମ ପର୍ଯ୍ୟାୟ ଆଲଟମେଣ୍ଟରେ ରାଜ୍ୟରେ ଥିବା ୧୦ ଟି ସରକାରୀ ଏବଂ ୨ଟି ଘରୋଇ ମେଡିକାଲର ମୋଟ ୧୭୦୦ ସିଟ୍ ମଧ୍ୟରୁ ୧୫୬୩ ସିଟ୍ ଆବଣ୍ଟନ କରାଯାଇଛି । କେନ୍ଦ୍ରୀୟ କୋଟା ୧୫%କୁ ବାଦ ଦେଇ ଏହି ତାଲିକା ପ୍ରକାଶ ପାଇଛି ।

Leave A Reply

Your email address will not be published.