jsm

ମହିପୁର ଗ୍ରାମର ହତ୍ୟାକାଣ୍ଡ ଘଟଣା : ହତ୍ୟାକାରୀ ମହିଳାଙ୍କୁ ଗିରଫ କଲା ପୋଲିସ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ମହିପୁର ଗ୍ରାମର ହତ୍ୟାକାଣ୍ଡ ଘଟଣାରେ ପୋଲିସକୁ ମିଳିଛି ବଡ ସଫଳତା । ଗତ ୨୨ ତାରିଖ ଦିନ ତୁଷୁରା ଥାନା ମହିପୁର ଗ୍ରାମରେ ଜଣେ ମହିଳା ନିଜ ସ୍ୱାମୀଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ଫେରାର୍‌ ମାରିବାରେ ସଫଳ ହୋଇଥିଲେ ତେବେ ଉକ୍ତ ମହିଳା ଜଣଙ୍କୁ ତୁଷୁରା ପୋଲିସ ଧରିବାରେ ସଫଳ ହୋଇଥିବା ନେଇ ବଲାଙ୍ଗିର ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି ।

yuvodaya
Leave A Reply

Your email address will not be published.