jsm

ବଲାଙ୍ଗିର ଜିଲ୍ଲାବାସୀଙ୍କୁ ସାଇବର କ୍ରାଇମ ବାବଦରେ ସତର୍କ କରାଇଲେ ଏସ୍‌ପି

csstore

ବଲାଙ୍ଗିର, (କେପିଏନ୍ଏସ୍) : ଜିଲ୍ଲାରେ ସାଇବର ଅପରାଧ ବଢ଼ିବାରେ ଲାଗିଛି । ଏହାକୁ ନେଇ ସାରା ଜିଲ୍ଲାବାସୀ ଭୟଭୀତ ଅବସ୍ଥାରେ ଥିବା ବେଳେ ବଲାଙ୍ଗିର ଏସ୍‌ପି ନୀତିନ କୁଶଳକର ସାଇବର କ୍ରାଇମ୍ ବାବଦରେ ଜିଲ୍ଲାବାସୀଙ୍କୁ ସତର୍କ କରି କହିଛନ୍ତି ଯେ, ଅନଲାଇନ୍ ବ୍ୟବହାରକାରୀଙ୍କୁ ବିଶ୍ୱାସ କର ନାହିଁ, ଆପଣଙ୍କର ବ୍ୟକ୍ତିଗତ ସୂଚନା ଯେପରିକି ଠିକଣା, ଫୋନ୍ ନମ୍ବର, ଜନ୍ମ ତାରିଖ ଇତ୍ୟାଦି ସୋସିଆଲ୍ ମିଡିଆରେ ଅଂଶୀଦାର କରନ୍ତୁ ନାହିଁ । କାରଣ ସାଇବର କ୍ରାଇମବ୍ରାଞ୍ଚ ଏହି ସୂଚନାକୁ ସହଜରେ ପ୍ରବେଶ ଏବଂ ଅପବ୍ୟବହାର କରିପାରିବ ବୋଲି ଏସ୍‌ପି ନୀତିନ କୁଶଳକର ସୂଚନା ଦେଇଛନ୍ତି ।

yuvodaya
Leave A Reply

Your email address will not be published.