lika

ଚୋରା ବାଣ କାରବାର ଉପରେ ଚଢ଼ାଉ : ୩ ଗିରଫ

gbag

ରାଜଗାଙ୍ଗପୁର : କରୋନା ସଙ୍କ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ବର୍ଷ ବାଣ ବିକ୍ରି ଓ ବାଣ ଫୁଟାଇବା ଉପରେ ରୋକ ଲଗାଇଥବବା ବେଳେ ଚଳିତ ମାସ ୧୦ ତାରିଖରୁ ୩୦ ତାରିଖ ମଧ୍ୟରେ ବାଣ କେହି ବିକ୍ରି କରିପାରିବେ ନାହିଁ କିମ୍ବା ଫୁଟାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି । କିଛି ବ୍ୟାବସାୟୀ ସରକାର‌ଙ୍କ ଆଇନକୁ ନମାନି ଚୋରାରେ ବାଣ ଆଣି ବିକ୍ରି କରିବା ଅଭିଯୋଗରେ ରାଜଗାଙ୍ଗପୁର ପୋଲିସ ବିଭିନ୍ନ ସ୍ଥାନରେ ଚଡ଼ଉ କରି ତିନି ଜଣ ଚୋରା ବାଣ ବେପାରୀଙ୍କୁ ଗିରଫ କରି ତାଙ୍କ ଠାରୁ ବିପୁଳ ପରିମାଣରେ ବାଣ ଜବତ କରିଥିବା ଜଣାପଡ଼ିଛି । ବାଣ ନିରୋଧକ ଆଇନ ଅନୁଯାୟୀ ବିଭିନ୍ନ ଦଫାରେ କେଶ ରୁଜ୍ଜୁ କରି ତଦନ୍ତ କରାଯାଉଥିବା ସୂଚନା ମିଳିଛି ।

babaa
Leave A Reply

Your email address will not be published.