oom

ବରଗଡ଼ ସଦର ଥାନା ଆଇଆଇସିଙ୍କୁ ଭେଟି ଦାବୀପତ୍ର ଦେଲେ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ଘନଶ୍ୟାମ

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସମ୍ପାଦକ ଘନଶ୍ୟାମ ସାହୁ ଆଜି ବରଗଡ଼ ସଦରଥାନା ଆଇଆଇସି ସପ୍ନାରାଣୀ ଗୋଚ୍ଛାୟତଙ୍କୁ ଭେଟି ଅଞ୍ଚଳରେ ହେଉଥିବା ଚୋରି, ଡ଼କାୟତିକୁ ରୋକିବା ପାଇଁ ବ୍ୟାପକ ମାତ୍ରାରେ ପେଟ୍ରୋଲିଂ ତଥା ଆଜିର ଯୁବପିଢି ନିଶାଗ୍ରସ୍ତ ହୋଇ ପଥ ଭ୍ରଷ୍ଟ ହେଲେଣି ବୋଲି ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସମ୍ପାଦକ ଘନଶ୍ୟାମ ସାହୁ ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି । ଘନଶ୍ୟାମ ତାଙ୍କର ଦାବୀପତ୍ରରେ ବ୍ୟାପକ ପେଟ୍ରୋଲିଂ ସହ ଏକ ଶିକ୍ଷିତ ଓ ସଶକ୍ତ ସମାଜ ଗଠନ ପାଇଁ ଆଇଆଇସିଙ୍କୁ ଅନୁରୋଧ କରିଛନ୍ତି ।

jittmm
Leave A Reply

Your email address will not be published.