pakka

ସାଂସଦଙ୍କ ଲୋଇସିଂହା ବ୍ଲକ ପ୍ରତିନିଧି ଭାବେ ଅଂଶୁମାନ ଗୁରୁ ନିଯୁକ୍ତ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବିଜେଡିର ଆଇଟି ସେଲ ପ୍ରମୁଖ ଅଂଶୁମାନ ଗୁରୁଙ୍କୁ ରାଜ୍ୟସଭା ସାଂସଦ ନିରଂଜନ ବିଶି ତାଙ୍କ ଲୋଇସିଂହା ବ୍ଲକ ପ୍ରତିନିଧି ଭାବେ ନିଯୁକ୍ତି ଦେଇଥିବା ଜଣାଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ ଓ ଚାଷୀ ବିଭାଗର ପ୍ରତିନିଧି ଭାବେ ଶ୍ରୀ ଗୁରୁ ସାଂସଦଙ୍କ ପ୍ରତିନିଧିତ୍ୱ କରିବେ ।

Leave A Reply

Your email address will not be published.

12 + sixteen =