jsm

ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

csstore

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ସ୍ଥିତ କର୍ମଚାରୀ ଭବନରେ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସଂଘର ସ୍ଥାୟୀ ସଭାପତି ଉମାଶଙ୍କର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ସ୍ଥାୟୀ ସଭାପତିଙ୍କ ଚାକିରି ଜୀବନର ଅବସର ଯୋଗୁଁ ନୂତନ କର୍ମକର୍ତ୍ତା ନିର୍ବାଚନର ଆବଶ୍ୟକତା ଅନୁଭବ କରି କର୍ମକର୍ତ୍ତା ଚୟନ କରାଯାଇଥିଲା । ଜିଲ୍ଲା ମୁଖ୍ୟ ପୃଷ୍ଠପୋଷକ ଭାବେ ଉମାଶଙ୍କର ସାହୁ, ସଭାପତି ଦିଲ୍ଲୀପ କୁମାର ପଟ୍ଟନାୟକ, ଉପସଭାପତି ହମିଦ କୁମାର ମଲ୍ଲିକ, ସମ୍ପାଦକ ଅନିଲ କୁମାର ପ୍ରଧାନ, ସହ ସମ୍ପାଦିକା ଲିପିକା ସାହୁ, ସାଂଗଠନିକ ସମ୍ପାଦକ ପ୍ରମୋଦ ଜାନି, କୋଷାଧ୍ୟକ୍ଷ ସୁଜିତ କୁମାର ସାହୁ, ଉପଦେଷ୍ଟା ଶ୍ୟାମସୁନ୍ଦର ବେହେରା, ବିଜୟ କୁମାର ପତି ଓ ନିଶିକାନ୍ତ ମେହେରଙ୍କୁ ଚୟନ କରାଯାଇଥିଲା ।

yuvodaya
Leave A Reply

Your email address will not be published.