ମିଶନ ଶକ୍ତି ମହିଳା ମାନଙ୍କ ସହ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମିଶନ ଶକ୍ତି ମହିଳା ମାନଙ୍କ ସହ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ । ସାକ୍ଷାତ ସମୟର ପ୍ରତିକ୍ରିୟା ରଖି ସେ କହିଚନ୍‌ତି ଯେ, ଯାଜପୁର, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଥିବା ମିଶନ ଶକ୍ତି ମା’ମାନଙ୍କୁ ଭେଟି ସୁବିଧା ଅସୁବିଧା ବିଷୟରେ ବୁଝିଲି । ଜାତୀୟ ପତାକା ପ୍ରସ୍ତୁତ କରିବା ସହ ଏହାର ବଣ୍ଟନରେ ମା’ମାନେ ବହୁତ ବଢିଆ କାର୍ଯ୍ୟ କରିଥିବା ଜାଣି ଖୁସି ହେଲି । ଏପରି ମହତ କାର୍ଯ୍ୟ ପାଇଁ ସମସ୍ତଙ୍କୁ ସାଧୁବାଦ ଜଣାଉଛି ।
ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.