ଲକ୍ଷ୍ମୀଜୋର୍‌କୁ ପରିଦର୍ଶନ କଲେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ନିଜ ବିଭାଗୀୟ ଅଧିକାରୀମାନଙ୍କ ସହ ସ୍ଥାନୀୟ ଲକ୍ଷ୍ମୀଜୋର୍‌କୁ ପରିଦର୍ଶନ କରିଛନ୍ତି । ତେବେ ଏହି ଜୋର୍‌ର ସୌନ୍ଦର୍ଯ୍ୟକରଣ କରିବା ସହ ଜୋର୍‌ରେ ଥିବା ଅନେକ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଜିଲ୍ଲାପାଳ ଶ୍ରୀ ରାଣା ଉପସ୍ଥିତ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।

Leave A Reply

Your email address will not be published.