ମହାଦେବ ବଢିଆଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲି ଗାଁର କନ୍ଧପାଲି ନିବାସୀ ମହାଦେବ ପରାଭୁଏଙ୍କ ଶନିବାର ସକାଳ ପ୍ରାୟ ୧୦ଟା ସମୟରେ ପରଲୋକ ଘଟିଯାଇଛି । ତାଙ୍କ ଶେଷ ସମୟରେ ଜଣେ ପୁଅ ଗୋବିନ୍ଦ, ୩ ଜଣ ଝିଅ ସୋଭାଗିନି, ଶ୍ରୀୟା, କସ୍ତୁରୀ ଉପସ୍ଥିତ ଥିଲେ । ଦେଓଗାଁ ସୋନଗଡ ନଦୀରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ସେ ବଢିଆ କାମ ଯୋଗୁଁ ଅଞ୍ଚଳରେ ପରିଚିତ ଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଦେଓଗାଁ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.