csstore

ସମାଜ ପାଠକ ମଞ୍ଚର ଆଲୋଚନାଚକ୍ର ଅନୁଷ୍ଠିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଆଜିର ସାରସ୍ୱତ ସଂଧ୍ୟାରେ ସମାଜ ପାଠକ ମଂଚ ଟିଟିଲାଗଡର “ସମାଜ ସେବାରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସମାଜ ପାଠକ ମଂଚର ସଭାପତି ଅଭିଭାଷଣରେ ଭିକାରୀ ଚରଣ ମିଶ୍ର ଯୋଗ ଦେଇଥିବା ବେଳେ ଆଲୋଚକ ଭାବରେ ସାହିତ୍ୟିକ ରାଜୀବ ଲୋଚନ ପାଢୀ, ଡ. ଯୁଗଳ କିଶୋର ଷଡଙ୍ଗୀ, ଓୟୁଜେ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ଦୀପକ ସମ୍ମାଦାର ଏବଂ ସାହିତ୍ୟିକ ଜ୍ୟୋତି ପ୍ରକାଶ ଗଡତ୍ୟା ଉପସ୍ଥିତ ରହି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

jayashree
Leave A Reply

Your email address will not be published.