୫ଟି ଯୋଜନାରେ ସାମିଲ ହେଲା ଆଗଲପୁରର ୮ ଗୋଟି ସ୍କୁଲ

ଡୁଡୁକା, (କେପିଏନ୍‌ଏସ୍‌) : ଆଗେଲପୁର ବ୍ଲକରେ ତୃତୀୟ ପର୍ଯ୍ୟାୟରେ ପୁଣି ୮ଟି ହାଇସ୍କୁଲକୁ ୫ଟି ଯୋଜନାରେ ସାମିଲ କରାଯାଇଛି । ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ଏକ ତାଲିକ ପ୍ରକାଶ ପାଇଛି । ଏଥିରେ ଡୁଡୁକା ପଲ୍ଲୀଶ୍ରୀ ନୋଡାଲ ହାଇସ୍କୁଲ, ସାଲେଭଟା ଉତ୍କଳମଣି ହାଇସ୍କୁଲ, ରୋତ ପଞ୍ଚାୟତ ହାଇସ୍କୁଲ, ବେନ୍ଦ୍ରା ରଘୁନାଥ ନୋଡାଲ ହାଇସ୍କୁଲ, ଉପରବାହାଲ ପଞ୍ଚାୟତ ହାଇସ୍କୁଲ, ଝରଣୀପାଲି ହାଇସ୍କୁଲ, ନୁନିଆପାଲି ହାଇସ୍କୁଲ ଓ ବୁଦୁଲା ହାଇସ୍କୁଲ ସ୍ଥାନ ପାଇଛି ।

Leave A Reply

Your email address will not be published.