pr

କଙ୍କଡାପଦରରେ ବ୍ରହ୍ମଯଜ୍ଞ ଅନୁଷ୍ଠିତ

dr. purohit

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ମାଳିଶିରା ପଞ୍ଚାୟତର କଙ୍କଡାପଦର ଗ୍ରାମଠାରେ ଧରଣୀ ପେନୁ ପକ୍ଷରୁ ବିଧିକାର୍ଯ୍ୟକର୍ତ୍ତା ବୈଠକ ସହିତ ଅଲେଖ ମହିମା ଧର୍ମ ପକ୍ଷରୁ ବ୍ରହ୍ମ ମହିମା ଯଜ୍ଞ ଅନୁଷ୍ଠିତ ହୋଇଥିଲା ।ଧରଣୀ ପେନୁ ମଠାଧିଶ ବ୍ରହ୍ମ ଅବଧୂତ ଆନନ୍ଦ ବାବା, ବିଭୀଷଣ ବାବା, ସୁଶୀଳ ଦାସ ପ୍ରମୁଖଙ୍କ ତତ୍ତ୍ଵାବଧାନରେ ବ୍ରହ୍ମଯଜ୍ଞ ଘୃତାହୁତି ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ଉପସଭାପତି ଧନେଶ୍ୱର ମାଝୀ, କନ୍ଧ ସମାଜ ସଭାପତି ଲଳିତ ଜାନୀ, ସମ୍ପାଦକ ଡମ୍ବରୁଧର କୁଅଁର, ମାଳିଶିରା ସରପଞ୍ଚ ଦେବରାଜ ପାତ୍ର, ଧରଣୀ ପେନୁ ଜିଲ୍ଲା ସଂଯୋଜକ ଛବି ରାବଣ ଜାନୀ, ସିସିସି ନାର୍ଣ୍ଣ ସାହୁ, ଧରଣୀ ପେନୁ ଉପାଧ୍ୟକ୍ଷ ସୁଶୀଳ ଭୋଇ, କୁମରମଣି ମାଝୀ, ଅକୁର ଧରୁଆ, ମୋହନ ମାଝୀ, ଗୁପ୍ତେଶ୍ଵର ଭୋଇ, କପିଳାସ ଭୋଇ, ଧନୁର୍ଯ୍ୟ ମାଝୀ, ତିଲ ଭୋଇ, ହରମନ ଭରାସଗରିଆ, ଡୁଲେଶ୍ୱର ଧରୁଆ, ଭୋଳା ଧରୁଆ, ତପବନ୍ତ ବଛା, ଧନପତିସୁନା, ଇନ୍ଦ୍ରମଣି ମାଝୀ, ନନ୍ଦ ଧରୁଆ, ସୁନ୍ଦର ପ୍ରଧାନୀ, କୃପା ମାଝୀ, ଲଖପତି ଧରୁଆ ପ୍ରମୁଖ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.