csstore

ମଦୁଆଙ୍କ ଉପରେ ଖପ୍ରାଖୋଲ ପୋଲିସର କଡା ପଦକ୍ଷେପ : ମଦ ପିଇ ହରିଶଙ୍କର ଝରଣାରେ ଗାଧୋଇଲେ ୧୦୦୦ଟଙ୍କା ଜୋରିମାନା

ପାଟଣାଗଡ, (ଗୋରେଖନାଥ ବରିହା) : ମଦୁଆଙ୍କ ଉପରେ ଖପ୍ରାଖୋଲ ପୋଲିସ ନେଇଛି କଡା ପଦକ୍ଷେପ । ମଦ ପିଇ ହରିଶଙ୍କର ଝରଣାରେ ଗାଧୋଇଲେ ୧୦୦୦ଟଙ୍କା ଜୋରିମାନା ଆଦାୟ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ଗତ କିଛି ଦିନ ତଳେ ମଦ ପିଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ ହୋଇଥିବା ବେଳେ ଏହାକୁ ଆଖି ଆଗରେ ରଖି ଆଗକୁ ଯେମିତି ଏହିପରି ପରସ୍ଥିତି ସୃଷ୍ଟି ନହେବ ସେଥିପାଇଁ ଖପ୍ରାଖୋଲ ପୋଲିସ ଏହିପରି ପଦକ୍ଷେପ ନେଇଥିବା ଜଣାପଡିଛି ।

jayashree
Leave A Reply

Your email address will not be published.