![om academy](https://koshalaprabahalive.com/wp-content/uploads/2024/05/kkkk.jpg)
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମନରେଗା ଅଧିକାରୀ ପ୍ରଶାନ୍ତ ସାହୁଙ୍କୁ ଖପ୍ରାଖୋଲକୁ ବଦଳି ହୋଇଛି । ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୩୭୬/ ତା. ୧୫/୬/୨୨ରେ ଏହି ବଦଳି ନିର୍ଦ୍ଦେଶନାମା ଦିଆଯାଇଛି । ସେହିପରି ଖପ୍ରାଖୋଲର ଏପିଓ ସୁଧାଂଶୁ ଶେଖର ମେହେରଙ୍କୁ ଦେଓଗାଁ ବଦଳି ହୋଇଥିବା ସୂଚନା ମିଳିଛି ।