jayashree

ସତର୍କ ରୁହନ୍ତୁ, ଅଂଶୁଘାତକୁ ପ୍ରତିରୋଧ କରନ୍ତୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରନ୍ତୁ । ଟାଣ ଖରାରେ ଘରୁ ବାହାରନ୍ତୁ ନାହିଁ । ବାହାରକୁ ଯାଉଥିଲେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡ଼ାନ୍ତୁ । ଛତା, କଳା ଚଷମା ଓ ଚପଲ ବ୍ୟବହାର କରନ୍ତୁ । ପ୍ରଚୁର ପରିମାଣରେ ପାଣି ଓ ତୋରାଣି ପିଅନ୍ତୁ । କାହା ପାଖରେ ଅଂଶୁଘାତର ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଖାନା ନେବାର ବ୍ୟବସ୍ଥା କରନ୍ତୁ । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.