୫ଟି ଜିଲ୍ଲାର ୫୩୧ ଗୋଟି ରୂପାନ୍ତରିତ ହାଇସ୍କୁଲ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦ୍ୱିତୀୟ ପର୍ଯ୍ୟାୟ ହାଇସ୍କୁଲ ରୂପାନ୍ତରଣ ପର୍ବରେ ଆଜି ଯୋଡି ହେବ ୫ଟି ଜିଲ୍ଲାର ୫୩୧ ଗୋଟି ରୂପାନ୍ତରିତ ହାଇସ୍କୁଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିବେ । ଏଥିରେ ଢେଙ୍କାନାଳ ଜିଲ୍ଲାର ୧୦୫, ଗଞ୍ଜାମର ୨୩୦, କନ୍ଧମାଳର ୭୩, ନବରଙ୍ଗପୁରର ୭୩ ଏବଂ ଅନୁଗୁଳର ୫୦ଟି ହାଇସ୍କୁଲ ଅନ୍ତର୍ଭୁକ୍ତ । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.