ବଲାଙ୍ଗିର ଜିଲ୍ଲାପାଳଙ୍କ ଝର୍‌ନି ଓ ଠେମରା ହାଇସ୍କୁଲକୁ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍‌ର ଝର୍‌ନି ଓ ବଙ୍ଗୋମୁଣ୍ଡା ବ୍ଲକର ଠେମରା ହାଇସ୍କୁଲକୁ ଆଜି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ରାଣା ପରିଦର୍ଶନ କରି ୫ଟି ଏଚ୍‌ଏସ୍ଟି ଅଧୀନରେ ସ୍କୁଲରେ ଚାଲୁଥିବା କାର୍ଯ୍ୟର ସମୀକ୍ଷା କରିଥିବା ବେଳେ ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଶ୍ରୀ ରାଣାଙ୍କ ସହିତ ବହୁ ବିଭାଗୀୟ ଅଧିକାରୀ ମାନେ ସାମିଲ ଥିଲେ ।

Leave A Reply

Your email address will not be published.