ଅଗ୍ରାଧିକାର କ୍ଷେତ୍ର ହିତାଧିକାରୀଙ୍କୁ ଋଣ ପ୍ରଦାନରେ ଶ୍ରେଷ୍ଠ ବିବେଚିତ ବ୍ୟାଙ୍କମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅଗ୍ରାଧିକାର କ୍ଷେତ୍ର ହିତାଧିକାରୀଙ୍କୁ ଋଣ ପ୍ରଦାନରେ ଶ୍ରେଷ୍ଠ ବିବେଚିତ ବ୍ୟାଙ୍କମାନଙ୍କ ପାଇଁ “ମୁଖ୍ୟମନ୍ତ୍ରୀ ପୁରସ୍କାର” ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.