Monthly Archives

September 2026

ବିକଶିତ ଗାଁ ବିକଶିତ ଓଡିଶାର ଉନ୍ନୟନ କାର୍ଯ୍ୟ ଉଦଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ଗଣେଶ ପୂଜା ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି ଅବସରରେ ସାଂସଦ ପ୍ରଦୀପ ପୁରୋହିତଙ୍କ କରକମଳରେ ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବଦ୍ୟାଳୟ ଠାରେ ବିକଶିତ ଗାଁ ବିକଶିତ ଓଡିଶା ଅର୍ଥରୁ ନଅ ଲକ୍ଷ ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟକୁ…
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗଣେଶ ପୂଜା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଦାତ ଗଣେଶଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ଶିଶୁ ମନ୍ଦିର ପରିସରରେ ମୁଦିରଥ ପଣ୍ଡା ପୂଜକ ଦାୟିତ୍ୱ ତୁଳାଇ ଥିଲେ । ଏହି ଅବସରରେ କୁନିକୁନି ଛାତ୍ରଛାତ୍ରୀ ମାନଙ୍କର କଲମରୁ ଝରି ପଡିଥିବା ବିଭିନ୍ନ ଗଳ୍ପ,…
Read More...

ଆଧ୍ୟାତ୍ମିକ ମୂଲ୍ୟବୋଧ ଆଜିର ନାରୀ ସମାଜର ବୌଦ୍ଧିକ ଚେତନାକୁ ରୁଦ୍ଧିମନ୍ତ କରିଥାଏ

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ନାରୀକବି ସମ୍ମିଳନୀ ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସେକ୍ଟର ସାତ ସ୍ଥିତ କାର୍ଯ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ନାରୀକବି ସମ୍ମିଳନୀ ସଂସଦର ଉପସଭାପତି ରଶ୍ମିବାଳା ରାଉତରାୟଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ…
Read More...

ସୁନ୍ଦରଗଡ ଜିଲ୍ଲା ବ୍ଲକ୍ ସ୍ତରୀୟ ଆନ୍ତଃ ବିଦ୍ୟାଳୟ ମହିଳା ଭଲିବଲରେ ବିଶ୍ରା ବ୍ଲକ୍ ଚମ୍ପିୟାନ

ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : ଗତ ୧୧ ତାରିଖ ସୁନ୍ଦରଗଡ ଜିଲ୍ଲାର ବ୍ଲକ୍ ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଭଲିବଲ ପ୍ରତିଯୋଗିତା କୁତ୍ରା ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଭୟ ୧୪ ବର୍ଷରୁ କମ୍ ଓ ୧୭ ବର୍ଷରୁ କମ୍ ବର୍ଗରେ ବିଶ୍ରା ବ୍ଲକ୍‌ର ବିଜାଡିହି ସରକାରୀ ନୋଡାଲ ବାଳିକା ଉଚ୍ଚ…
Read More...

ଚଳିତ ବର୍ଷ ଅକ୍ଷିତ ଅନୁପମଙ୍କୁ ପ୍ରଫେସର ଡ. ରମେଶ ଚନ୍ଦ୍ର ବେହେରା ସ୍ମୃତି ସମ୍ମାନ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଫେସର ଡ଼. ରମେଶ ଚନ୍ଦ୍ର ବେହେରା ଏନ୍‌ଆଇଟି ରାଉରକେଲାରେ ମେଟାଲର୍ଜି ବିଭାଗରେ ବିଭାଗୀୟ ମୁଖ୍ୟ ଓ ଏନ୍ଆଇଟିର ଡିନ୍‌ ଏକାଡେମୀ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ତାଙ୍କର ମୃତ୍ୟୁ ପରେ ଆଜକୁ ୮ ବର୍ଷ ହେଲା ତାଙ୍କ ସ୍ମୃତିରେ ଏନ୍ଆଇଟିର ଏମଟେକ…
Read More...

ଗତ ୧୨ ତାରିଖ ରାଉରକେଲାର ସାହିତ୍ୟ ସଂଗଠନ ପାଳିଲା କଳା ଦିବସ

ଆଦର୍ଶ ପାଠାଗାର ପାଇଁ ଏକ ହେଲେ ସାହିତ୍ୟିକ, ସାଂସ୍କୃତିକ, ସାମାଜିକ, ଶ୍ରମିକ ସଂଗଠନ ଓ ରାଜନୈତିକ ଦଳ ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ସହରର ସର୍ବପୁରାତନ ସାହିତ୍ୟ ସଂସ୍କୃତିର ବାର୍ତ୍ତାବହ ସାଜିଥିବା ଆଦର୍ଶ ପାଠାଗାର ଓ ଭଞ୍ଜଭବନକୁ ଠିକ୍…
Read More...

ମୁରିବାହାଲ ବ୍ଲକ ଖରାଲି ଗ୍ରାମକୁ ଗୁଜୁରାଟରୁ ଫେରିଲା ରୁଦ୍ରାକ୍ଷ ମହାକୁରଙ୍କ ମୃତଦେହ, ଗାଁରେ ଶୋକର ଛାୟା

ନୂଆଁଖାଇ ପୂର୍ବରୁ ବ୍ଲକକୁ ଫେରିଲାଣି ୩ ଦାଦନ ଶ୍ରମିକଙ୍କ ମୃତଦେହମାସକରେ ଗାଁ ଭିଟାମାଟିକୁ ଫେରିଲାଣି ୬ ଶବ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ମହାନ ସାଂସ୍କୃତିକ ଗଣପର୍ବ ନୂଆଁଖାଇ । କିନ୍ତୁ ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ…
Read More...

ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା

"ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା, ପୂର୍ବତନ ଛାତ୍ରୀଙ୍କ ଯୋଗଦାନ" ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀନଗର ପଡ଼ାସ୍ଥିତ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଭକ୍ତି ଓ ଉତ୍ସାହର ପରିବେଶ ମଧ୍ୟରେ ଶ୍ରୀଗଣେଶ ପୂଜା ପାଳିତ ହୋଇଯାଇଛି ।…
Read More...

ବାରିପଦା ଖାଉଟି ଅଦାଲତର ରାୟ

ବାରିପଦା, (ଦେବସ୍ମିତ ଚୌଧୁରୀ) : ରାଇରଙ୍ଗପୁର ଥାନା ଅନ୍ତର୍ଗତ ଅମ୍ବାଡିହା ଗ୍ରାମ ଦୁଷ୍ମନ୍ତ ରାୟଙ୍କ ଖାଉଟି ଅଦାଲତରେ ଗତ ୨୦୨୫ ଦରଖାସ୍ତ ଯାହାର ସିସି କେସ୍‌ ନଂ ୩/୨୫ । ଏକ ଓଡି୧୧ଏଫ୍‌ /୫୯୭୯ ନମ୍ବର ବିଶିଷ୍ଟ ମହିନ୍ଦ୍ରା ବୋଲେରୋ ଚୋଳ ମଣ୍ଡଳ ଇନଭେଷ୍ଟ ଫାଇନାନ୍ସ କମ୍ପାନୀରୁ ୨୦୧୮ ଋଣ…
Read More...

ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେବ କଳାହାଣ୍ଡିର ବୀରବାଦ୍ୟ ଘୁମୁରା

କେସିଙ୍ଗା, (ପ୍ରୀତେଶ ପଟେଲ) : ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ମହାଆଡମ୍ବର ସହିତ ପ୍ରଥମ ଥର ପାଇଁ ପାଳନ ହେବ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପାଳନ କରିବେ ଗଣପର୍ବ ନୂଆଁଖାଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା…
Read More...