Monthly Archives

September 2026

ଲଗାଣ ବର୍ଷାରେ କଳିଙ୍ଗା ଘାଟିରେ ଭୁଶୁଡ଼ିଲା ନିର୍ମାଣାଧୀନ ଗାର୍ଡୱାଲ୍‌, ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ୍‌ ହେଲା ଘାଟି…

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ଲଗାଣ ବର୍ଷାରେ କନ୍ଧମାଳର ପ୍ରମୁଖ ଯାତାୟାତ ମାର୍ଗ କଳିଙ୍ଗା ଘାଟିର ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଘାଟିର ଅନ୍ଧାରକୋଟ ଅଞ୍ଚଳରେ ନିର୍ମାଣାଧୀନ ରାସ୍ତା ସହ ଗାର୍ଡୱାଲ୍‌ର ଏକ ବଡ଼ ଅଂଶ ପୁଣିଥରେ ଭୁଶୁଡ଼ି ପଡ଼ିଛି । ଲଗାତାର ବର୍ଷା…
Read More...

ଜୟପାଟଣା, ଚାପୁଲ ଓ ହାତୀନଦୀରେ ବନ୍ୟା ସ୍ଥିତି

ହାତୀ ବେରେଜରୁ ୫୫୦ କୁମେକ୍ସ ବନ୍ୟା ଜଳ ପ୍ରବାହିତ ଜୟପାଟଣା, (ଶେଷଦେବ ବେହେରା) : ଗତ ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଜୟପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କେତେକ ସ୍ଥାନରେ ରାସ୍ତା ଉପରେ ଚାରିଫୁଟ ପର୍ଯ୍ୟନ୍ତ ବନ୍ୟା ଜଳ…
Read More...

ବଲାଙ୍ଗିରରେ ଲଗାଣ ବର୍ଷାରେ ଭୁଷୁଡ଼ିଲା ଝାଟିମାଟି ଘର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାରି ଝିଅଙ୍କ ସହ ଘରେ ବିଶ୍ରାମ ନେଇଥିଲେ ବିଧବା ମା’ । ଭୁଷୁଡ଼ି ଗଲା ଝାଟିମାଟିର ଘର । ପୋତି ହେଇଗଲେ ମା’ଝିଅ ପାଂଚ ପ୍ରାଣୀ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଲରମ୍ଭା ଗ୍ରାମ ପଞ୍ଚାୟତ କୁତୁର୍ଲା ଗାଁରେ ପ୍ରବଳ ବର୍ଷାର ପ୍ରଭାବରେ ଆଜି ଅପରାହ୍ନ ୩ଟା…
Read More...

ମହିଳାଙ୍କ ଠାରୁ ଝାମ୍ପି ନେଉଥିଲେ ସୁନା ଚୁଡ଼ି, ୩ ଭଣ୍ଡ ବାବା ଗିରଫ

ରାଉରକେଲା, (କେପିଏନ୍‌ଏସ୍‌) : ବାବା ପୋଷାକ ପିନ୍ଧି ଲୋକଙ୍କ ଠାରୁ ଲୁଟ୍‌ କରୁଥିଲେ । ଏବେ ଜେଲ୍‌ ଗଲେ । ମହିଳାଙ୍କୁ ଭୟଭୀତ କରି ତାଙ୍କ ସୁନା ଚୁଡ଼ି ଲୁଟି ଫେରାର୍‌ ମାରିବା ବେଳେ ୩ ଜଣ ବାବା ବେଶ ଧାରଣ କରିଥିବା ଚୋର୍‌ଙ୍କୁ କାବୁ କରିି ସ୍ଥାନୀୟ ଲୋକେ ପୋଲିସ ପାଖରେ ଜିମା ଦେଇଛନ୍ତି ।…
Read More...

ପ୍ରମୁଖ ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ କମାଇଲେ ସରକାର : ଉପଭୋକ୍ତାଙ୍କୁ ମିଳିବ ଆଶ୍ୱସ୍ତି

ଅଶୋଧିତ ସୂର୍ଯ୍ୟମୂଖୀ ତେଲ ଉପରେ ବିସିଡି ହେଲା ଶୂନ; ସୋୟାବିନ ଏବଂ ତାଳ ତେଳ ଉପରେ ୫%କୁ ଖସିଲା ଶୁଳ୍କଘରୋଇ ବିଶୋଧନକୁ ପ୍ରୋତ୍ସାହନ ଦେବା ଲାଗି ଅଶୋଧିତ ଏବଂ ରିଫାଇନ୍‌ ଖାଇବା ତେଲ ମଧ୍ୟରେ ଆମଦାନୀ ଶୁଳ୍କ ବ୍ୟବଧାନକୁ ୧୯.୨୫ ପ୍ରତିଶତ ମଧ୍ୟରେ ସ୍ଥିର ରଖାଯାଇଛି ନୂଆଦିଲ୍ଲୀ, (ପିଆଇବି)…
Read More...

ଶାରଳା ଶକ୍ତିପୀଠରେ ଷୋଡ଼ଶ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଢୋଲମହୁଲ ସ୍ଥିତ ମା' ଶାରଳା ଶକ୍ତିପୀଠରେ ଷୋଡ଼ଶ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଅକ୍ଟୋବର ୩ ରୁ ୨୦ ତାରିଖ ପର୍ଯ୍ୟନ୍ତ ପୀଠରେ ଷୋହଳ ପୂଜା ହେବା ସହିତ ମା'ଙ୍କ ବିଭିନ୍ନ ବେଶ କରାଯିବ…
Read More...

ଠକେଇ ଅଭିଯୋଗ : ସ୍ୱାମୀଙ୍କ ବିରୁଦ୍ଧରେ ସ୍ତ୍ରୀ ଥାନାର ଦ୍ୱାରସ୍ଥ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ୱାମୀଙ୍କ ବିରୁଦ୍ଧରେ ଠକେଇ ଅଭିଯୋଗ ଆଣି ଥାନାର ଦ୍ଵାରସ୍ଥ ହେଲେ ସ୍ତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଲୋଇସିଂହା ସଦର ଥାନାରେ । ଲୋଇସିଂହା ନିବାସୀ ଜ୍ୟୋତି ଅଗ୍ରୱାଲ ଥାନାରେ କରିଥିବା ଅଭିଯୋଗ ମୁତାବକ ଗତ ୨୦୨୨ ମଇ ୨୧ରେ ସେ ଦୁର୍ଘଟଣା ଗ୍ରସ୍ତ…
Read More...

ବଲାଙ୍ଗିରରେ ଗଞ୍ଜେଇ ଚାଲାଣର ନୂଆ ଫଣ୍ଡା : ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଗଞ୍ଜେଇ ଚାଲାଣର ନୂଆ ଫଣ୍ଡା । କେତେବେଳେ କ୍ଷୀର ଜାର୍‌ରେ ତ ଆଉ କେତେବେଳେ ମକା ବସ୍ତାରେ ତ ଆଉ କେତେବେଳେ କପଡ଼ା ଗଣ୍ଠିଲି ଭିତରେ ଗଞ୍ଜେଇ ଚାଲାଣ କରୁଛନ୍ତି ଗଞ୍ଜେଇ ଚାଲାଣକାରୀ । ଆଜି ମଧ୍ୟ ଆଉ ଏକ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରିବା ପାଇଁ…
Read More...

ଅଞ୍ଚଳ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ନୂତନ ସମ୍ମେଳନ କକ୍ଷରେ ତ୍ୟାଗ, ସମର୍ପଣ ଓ ସମାଜସେବାର ବାର୍ତ୍ତା ବହନ କରି ମହାସମାରୋହରେ 'ଜାତୀୟ ସେବା ଯୋଜନା ଦିବସ' ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦିଗମ୍ବର ଚାନ୍ଦ ଏହି ସଭାରେ ସଭାପତିତ୍ୱ କରି…
Read More...

ଘରୋଇ କଲେଜ ମାଲିକଙ୍କ କଳା କାରନାମା : ବଲାଙ୍ଗିରରେ କିଏ ସେ ଘରୋଇ କଲେଜ ମାଲିକ ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ଘରୋଇ କଲେଜ ମାଲିକଙ୍କ କଳା କାରନାମା ଏବେ ମୋବାଇଲ୍‌ରୁ ମୋବାଇଲ୍‌କୁ ଏକ ଭିଡ଼ିଓ ଘୁରି ବୁଲୁଥିବା ବେଳେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ବଲାଙ୍ଗିର ସହରର ଏକ ଘରୋଇ କଲେଜର ମାଲିକ ନିଜ ଛାତ୍ରଙ୍କ ସହ ଅଶ୍ଲୀଳ ଭାଷାରେ କଥା ହେବା ସହ ଖୋଲା ଦେହରେ…
Read More...