Monthly Archives

September 2026

କଣ୍ଟାବାଞ୍ଜି ସିଏଚ୍‌ସିରେ ନବୀନ ପଟ୍ଟନାୟକଙ୍କ ନାମଫଳକ ପୁନଃସ୍ଥାପନ ଦାବି

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ ପୂର୍ବତନ ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନାମ ଥିବା ଉଦ୍‌ଘାଟନ ଫଳକ ପୁନଃସ୍ଥାପନ କରିବାକୁ ଦାବି ହୋଇଛି । ଏନେଇ ବିଜେଡି ମାଇନରିଟି ସେଲ୍‌ର କାର୍ଯ୍ୟକାରୀ…
Read More...

ବରଗଡ଼ରେ ପ୍ରଥମ ଥର ହେବ ହାପ୍ ମାରାଥନ

ବରଗଡ଼, (ମୁନ୍ନା ସାହୁ) : ବରଗଡ଼ରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ହାପ୍ ମାରାଥନ। ଆସନ୍ତା ନଭେମ୍ବର ୨୯ ତାରିଖରେ ସହରରେ ଏହି ମାରାଥନ ଆୟୋଜିତ ହେବ। ଏନେଇ ହେପ୍ପୀ ଫିଟ୍ ସ୍ପୋର୍ଟ୍ସ ଫାଉଣ୍ଡେସନ ପକ୍ଷରୁ ବିକାଶ ଅଡିଟୋରିୟମରେ ମାରାଥନର ପ୍ରୋମୋ ଲଞ୍ଚ କରାଯାଇଛି। ଇତିମଧ୍ୟରେ…
Read More...

ଅଲାତରା ପେଣ୍ଡରା ଝିଅ ରଶ୍ମି ବେହେରାଙ୍କ ସଫଳତା

ହାଇ ଜମ୍ପରେ ସ୍ୱର୍ଣ୍ଣ ପଦକ ମ. ରାମପୁର (ପି. କେ. ସାହ) : ବିହାରର ପାଟନାଠାରେ ସେପ୍ଟେମ୍ବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୩୭ତମ ପୂର୍ବ କ୍ଷେତ୍ରୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ କଳାହାଣ୍ଡି ଜିଲ୍ଲାର ମ. ରାମପୁର ବ୍ଲକର ଝିଅ ରେଶ୍ମା ବେହେରା ଚମତ୍କାର ସଫଳତା ହାସଲ…
Read More...

ମହାସମାରୋହରେ ହିନ୍ଦୀ ଦିବସ ପାଳିତ

‘ଭାଷା ହେଉଛି ଏକ ଜାତିର ସଂସ୍କୃତିର ଦର୍ପଣ’ : ମୁଖ୍ୟ ବକ୍ତା ବଲାଙ୍ଗିର, (କେପିଏନ୍‌ଏସ୍‌) : ହିନ୍ଦୀ କେବଳ ଏକ ଭାଷା ନୁହେଁ, ଏହା ଭାରତୀୟ ଭାବନା, ସଂସ୍କୃତି ଓ ଏକତାର ଏକ ସଶକ୍ତ ସେତୁ । ଭାଷା ମାଧ୍ୟମରେ ମଣିଷ ମଣିଷ ସହ ଯୋଡ଼ି ହୁଏ, ଭାବନାର ଆଦାନପ୍ରଦାନ ହୁଏ ଏବଂ ଜାତୀୟ ଏକତା ଅଧିକ…
Read More...

‘ବାର୍ତ୍ତାଳାପ’ ସାମ୍ବାଦିକ ଓ ସରକାରଙ୍କ ମଧ୍ୟରେ ଏକ ସେତୁ: ପିଆଇବି ଏଡିଜି ଅଖିଳ କୁମାର ମିଶ୍ର

ପିଆଇବି ରାଞ୍ଚି ପକ୍ଷରୁ ଷଢ଼େଇକଳା ଓ ଖରସୁଆଁରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ବିଭିନ୍ନ ସମୟରେ ଆୟୋଜନ କରାଯାଉଥିବା ‘‘ବାର୍ତ୍ତାଳାପ’’…
Read More...

ନିର୍ବାଚନ ଆୟୋଗଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ବିହାର ଓ ପଶ୍ଚିମବଙ୍ଗର ଏସଆଇଆର ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଥିଲା: ନିର୍ବାଚନ ଆୟୋଗ ନୂଆଦିଲ୍ଲୀ, (ପିଆଇବି) : ନୂଆଦିଲ୍ଲୀର ନିର୍ବାଚନ ସଦନରେ ଆଜି ଅପରାହ୍ଣ ୩ଟାରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଆଜିର ବୈଠକରେ ମୁଖ୍ୟ ନିର୍ବାଚନ…
Read More...

କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

ପ୍ରସବ ପରେ ପ୍ରାଣ ହରାଇଲେ ମା’, ନବଜାତକୁ ଛାଡ଼ିଗଲେ ଆଦ୍ୟାଶା ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ୟା ସନ୍ତାନର ଆଗମନରେ ପରିବାରରେ ଖେଳିବାକୁ ଥିଲା ଖୁସିର ମାହୋଲ । ହେଲେ ଖୁସିର ସେହି କ୍ଷଣ ପରିଣତ ହେଲା ଶୋକରେ । ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ପ୍ରସବ ପରେ ଜଣେ…
Read More...

ରୋଟାରୀ କ୍ଲବ ପକ୍ଷରୁ ସୋନପୁରର ଦୁଇ ଶିକ୍ଷକଙ୍କୁ ‘ନେସନ ବିଲ୍ଡର ଆୱାର୍ଡ’

ଭୁବନେଶ୍ୱର, (ରାଜ କିଶୋର ତ୍ରିପାଠୀ) : ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ନୀଳାଦ୍ରି ପକ୍ଷରୁ ଆୟୋଜିତ 'ନେସନ ବିଲ୍ଡର ଆୱାର୍ଡ' ସମାରୋହରେ ସମ୍ମାନିତ ହେଲେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଳକ ଗଡ଼ିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୋଳଗୋବିନ୍ଦ ପଣ୍ଡା ଏବଂ…
Read More...

ହଳଦୀ କଲ୍ୟାଣ ମଣ୍ଡପରେ ମିଳିତ ଉତଥାନ ଉତ୍ପାଦକ କମ୍ପାନୀର ଷଷ୍ଠତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ଶନିବାର ଦିନ ବିଓଡି ସଦସ୍ୟା ନମିତା ତାଣ୍ଡିଙ୍କ ସଭାପତିତ୍ୱରେ ତଥା ମମତା ଭୋଇ ଓ ପ୍ରମୋଦିନୀ ସାହୁଙ୍କ ଉପସ୍ଥିତିରେ ମିଳିତ ଉତଥାନ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ର ଆର୍ଥିକ…
Read More...

ମୁରିବାହାଲ ବ୍ଲକ ଅଞ୍ଚଳରେ ପରମ୍ପରା, ଶ୍ରଦ୍ଧା ଓ ଭକ୍ତିର ସହ ଭାଗବତ ଜନ୍ମ ଉତ୍ସବ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳର ସମସ୍ତ ଧାର୍ମିକ ଅନୁଷ୍ଠାନରେ ଶ୍ରଦ୍ଧା, ପରମ୍ପରା ଓ ଭକ୍ତିର ସହ ପବିତ୍ର ଭାଗବତ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ପବିତ୍ର ଭାଗବତ ଜନ୍ମ ଉତ୍ସବ କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଓଡ଼ିଆ ଜନଜୀବନରେ ଭାଗବତ…
Read More...