Monthly Archives

September 2026

ଗାଡ଼ିର ବ୍ୟାଟେରୀ ଚୋରି ଅଭିଯୋଗରେ ୨ ଗିରଫ : ୬ଟି ଚୋରା ବ୍ୟାଟେରୀ ଜବତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ଛତ୍ରପୁର ବ୍ଲକ୍ ଚମାଖଣ୍ଡି ଥାନାରେ ଅଭିଯୋଗ କ୍ରମେ ବହୁଦିନ ଧରି ଗାଡ଼ିର ବ୍ୟାଟେରୀ ଚୋରି କରୁଥିବା ମାମଲାରେ ଚମାଖଣ୍ଡି ପୋଲିସ ୨ଜଣଙ୍କୁ ଗିରଫ କରିଛି । ସୂଚନା ଯୋଗ୍ୟ ଯେ, ସେହି ଦୁଇଜଣ ଅନେକ ଦିନରୁ ଗାଡ଼ିରୁ…
Read More...

କନକ ମଞ୍ଜରୀ ଇନଷ୍ଟିଟିୟୁଟ ଅଫ୍‌ ଫାର୍ମାସିଟିକାଲ ସାଇନସେସରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ୨୦୨୬ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଛେଣ୍ଡ ସ୍ଥିତ କନକ ମଞ୍ଜରୀ ଇନଷ୍ଟିଟିୟୁଟ ଅଫ୍‌ ଫାର୍ମାସିଷ୍ଟକାଲ ସାଇନସେସରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ୨୦୨୬ ଶୁକ୍ରବାର ଦିନ ଦିନତମାମ ପାଳିତ ହୋଇଯାଇଛି । ଇନଷ୍ଟିଟିୟୁଟର ଚେୟାରମ୍ୟାନ ଡ଼ଃ. ବିଶ୍ୱରଞ୍ଜନ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ…
Read More...

ଜୁର୍ଲାକାନି ଛକରେ ହେଉ ଦେଓଗାଁ ବ୍ଲକସ୍ତରୀୟ ଷ୍ଟାଡିୟମ

ୟୁଥ୍ ଏକ୍ସନ୍ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଜୋର୍ ଧରିଲା ଦାବୀ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ୟୁଥ ଏକ୍ସନ କମିଟି ପକ୍ଷରୁ ଶନିବାର ଦିନ ନାଗେଶ୍ୱର କ୍ଲବରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୟୁଟ ଏକ୍ସନ କମିଟିର ସଭାପତି ଶବକ ବାରିକ, ବଣିକ…
Read More...

କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍‌

ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ଗଞ୍ଜାମ-କନ୍ଧମାଳକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ କଳିଙ୍ଗା ଘାଟି ଏବେ ଭୂସ୍ଖଳନର ଗୁରୁତର ଝୁମ୍ପରେ । ଗତ କିଛିଦିନ ମଧ୍ୟରେ ଘାଟିରେ ଦୁଇ ଦୁଇଥର ଭୂସ୍ଖଳନ ହେବା ପରେ ରାସ୍ତା…
Read More...

ବାଇକ୍‌ର ଧକ୍କା ପରେ ବୋଲେରୋ ସହ ମୁହାଁମୁହିଁ ଧକ୍କା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଇକ୍‌ର ଧକ୍କା ପରେ ବୋଲେରୋ ସହ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ । ଏଭଳି ଦୁର୍ଘଟଣା ଘଟିଛି ବଲାଙ୍ଗିର-ସୋନପୁର ରାସ୍ତାର ମଳମୁଣ୍ଡା ନିକଟରେ । ସୂଚନା ଅନୁସାରେ, ଜଣେ ବାଇକ୍ ଆରୋହୀ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଧକ୍କା…
Read More...

√ ହୀରାଧର କୁମ୍ଭାରଙ୍କ ସ୍ମୃତିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ କୁତମୁଣ୍ଡା ଗ୍ରାମର ମୁହୁରୀ କଳାପରିଷଦ ଅନୁଷ୍ଠାନର ପ୍ରତିଷ୍ଠାତା √ ହୀରାଧର କୁମ୍ଭାରଙ୍କ ସ୍ମୃତିରେ ବୃକ୍ଷରୋପଣ କରାଯାଇଛି । √ କୁମ୍ଭାର ପ୍ରତି ବର୍ଷ ବୃକ୍ଷରୋପଣ କରି କହୁଥିଲେ କି "ଶିଶୁଟିଏ ପାଇଁ ଗଛଟିଏ" ଏବଂ ଏକ ସବୁଜ ସୁନ୍ଦର…
Read More...

ଅବକାରୀ ବିଭାଗର ଚଢ଼ାଉ ବେଳେ ଜବତ ହେଲା ୬୨ କେଜି ଗଞ୍ଜେଇ : ୪ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘରୋଇ ଯାତ୍ରୀବାହୀ ବସ୍‌ରେ ଗଞ୍ଜେଇ ଚାଲାଣ । ଅବକାରୀ ବିଭାଗର ଚଢ଼ାଉ ବେଳେ ଜବତ ହେଲା ୬୨ କେଜି ଗଞ୍ଜେଇ । ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ଅବକାରୀ ବିଭାଗ । କନ୍ଧମାଳରୁ ତୁଷୁରା ଦେଇ ବଲାଙ୍ଗିର ଆସୁଥିବା ‘ମହାଲକ୍ଷ୍ମୀ’…
Read More...

ରାଜ୍ୟର ଯୋଗାଣ ସହାୟକମାନେ ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ଅସୁବିଧାର ସମାଧାନ ପାଇଁ ଆନ୍ଦୋଳନ

ଯୋଗାଣ ସହାୟକଙ୍କ ଦାବି ପୂରଣ କରନ୍ତୁ ସରକାର - ନରସିଂହମୁଖ୍ୟ ଶାସନ ସଚିବଙ୍କ ସହ ସମସ୍ୟା ସମାଧାନ ଦିଗରେ ଆଲୋଚନା କଲେ ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ଅସୁବିଧାର ସମାଧାନ ପାଇଁ…
Read More...

ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରୀ କମିଟି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରୀ କମିଟି ବୈଠକ କମିଟିର ସଭାପତି ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ସାଧାରଣ ସଂପାଦକ ମଧୁସୂଦନ ନାୟକ ଗତ ଅଧିବେଶନର ବିବରଣୀ ପାଠ କରିଥିଲେ । ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ…
Read More...

ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ କେନ୍ଦ୍ରର ପ୍ରତ୍ୟାଖ୍ୟାନ

ଓଡିଶାରେ ଦ୍ୱିତୀୟ ଏମ୍ସ ଏକ ଭଣ୍ଡାମି ଥିଲା : ହେମନ୍ତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨ ବର୍ଷ ତଳେ ତଥା ୨୦୨୪ ମସିହା ସେପ୍ଟେମ୍ବର ୮ ଦିନ ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ବଲପୁରରେ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଥିଲେ । ସମଗ୍ର…
Read More...