Monthly Archives

August 2026

ଉଜବେକିସ୍ତାନ ଓ କିର୍ଗିଜ୍ ଗଣରାଜ୍ୟ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ ବିବୃତ୍ତି

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶଭକତ ମିର୍ଜିୟୋୟେଭଙ୍କ ନିମନ୍ତ୍ରଣ କ୍ରମେ ମୁଁ ୨୯-୩୦ ଅଗଷ୍ଟରେ ସରକାରୀ ଗସ୍ତରେ ତାସକେଣ୍ଟ ଯିବି। ଗତ କିଛି ବର୍ଷ ମଧ୍ୟରେ, ଭାରତ-ଉଜବେକିସ୍ତାନ ରଣନୈତିକ ସହଭାଗିତାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ରାଷ୍ଟ୍ରପତି ମିର୍ଜିୟୋୟେଭଙ୍କ ସହ ଆଲୋଚନା କରି
Read More...

ବଲାଙ୍ଗିର କୁଶଙ୍ଗ କଲେଜରେ ଖେଲୋ ଇଣ୍ଡିଆ ସମ୍ବାଦ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ କ୍ରୀଡ଼ା ଦିବସ ଅବସରରେ କେନ୍ଦ୍ର ଯୁବ ବ୍ୟାପର ଓ କ୍ରୀଡ଼ା ବିଭାଗ ଏବଂ ସ୍ସୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଆୟୋଜିତ ଖେଲୋ ଇଣ୍ଡିଆ ସମ୍ବାଦ ଅନ୍ତର୍ଗତ "ଖେଲ୍ କି ବାତ୍ ମୋଦି କେ ସାଥ୍" ବଲାଙ୍ଗିର ଜିଲ୍ଲାର ଆଞ୍ଚଳିକ ଡିଗ୍ରୀ
Read More...

ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ପ୍ରଦର୍ଶନୀ ଫୁଟବଲ୍‌ ପ୍ରତିଯୋଗିତା : ପ୍ରଶାସନ ଏକାଦଶ ବିଜୟୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ସମ୍ପର୍କ-ସହଯୋଗ ଓ ସହଭାଗୀତାକୁ ଆଧାର କରି ଭାରତୀୟ ହକିର ଯାଦୁଗର ମେଜର ଧ୍ୟାନ ଚାନ୍ଦ ସିଂଙ୍କ ଜନ୍ମତିଥି ତଥା ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ସ୍ଥାନୀୟ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ଏକ ପ୍ରଦର୍ଶନୀ ଫୁଟବଲ୍‌ ପ୍ରତିଯୋଗିତା ସ୍ଥାନୀୟ
Read More...

ଶାରୀରିକ ସୁସ୍ଥତା, ଶୃଙ୍ଖଳା ଏବଂ କ୍ରୀଡ଼ାକୁ ଅଗ୍ରାଧିକାର ଭିତ୍ତରେ ଡି.ଏ.ଭି. ପବ୍ଲିକ ସ୍କୁଲ ପକ୍ଷରୁ ‘ମିନି…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଡି.ଏ.ଭି. ପବ୍ଲିକ ସ୍କୁଲ ଆନୁକୁଲ୍ୟରେ ଏକ ‘ମିନି ମାରାଥନ୍’ ଦୌଡ଼ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା, ଶୃଙ୍ଖଳା ଏବଂ କ୍ରୀଡ଼ା ମନୋଭାବର ବିକାଶ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ
Read More...

ଗଣ୍ଡଗୋଳରୁ ଯୁବକଙ୍କ ଗୋଡ଼ କାଟିଦେଲେ : ଗାଁରେ ଉତ୍ତେଜନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଧୀନ ଡଙ୍ଗାମରା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଚସା ପରେ ଜଣେ ଯୁବକଙ୍କ ଗୋଡ଼ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଡଙ୍ଗାମରା ଗାଁର ବଳଦେବ
Read More...

ରାଉରକେଲାରେ ‘ସ୍ୱର୍ଣ୍ଣ ଉଦୟ’ କର ସମ୍ମିଳନୀ-୨୦୨୬ : ଯୋଗଦେଲେ ୪୦୦ରୁ ଅଧିକ ଆଇନଜୀବୀ ଓ ଟିକସ ବିଶେଷଜ୍ଞ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ‘ସ୍ୱର୍ଣ୍ଣ ଉଦୟ ରାଉରକେଲା କର ସମ୍ମିଳନୀ-୨୦୨୬’ । ଅଲ୍ ଇଣ୍ଡିଆ ଫେଡେରେସନ୍ ଅଫ୍ ଟ୍ୟାକ୍ସ ପ୍ରାକ୍ଟିସନର୍ସର ଇଷ୍ଟର୍ଣ୍ଣ ଜୋନ୍ ଏବଂ ଅଲ୍ ଓଡ଼ିଶା ଟ୍ୟାକ୍ସ ଆଡଭୋକେଟ୍ସ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ଅଗଷ୍ଟ
Read More...

କୋଶଲ ଟାଇମ୍‌ ଆନୁକୂଲ୍ୟରେ ଗଙ୍ଗାଧର ଜୟନ୍ତୀ ଓ ପ୍ରଫେସର ଘନଶ୍ୟାମ ଦାସ ସ୍ମୃତିସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଜେନିଥ ଲାୟନ୍ସ ଗୁରୁକୁଳ କ୍ୟାମ୍ପସରେ ପାକ୍ଷିକ ପତ୍ରିକା ‘କୋଶଲ ଟାଇମ୍’ ଆନୁକୂଲ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ଏବଂ ପ୍ରଫେସର ଘନଶ୍ୟାମ ଦାସଙ୍କ ସ୍ମୃତିସଭା ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଛି ।
Read More...

ରାମଜୋଡ଼ି ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ଲାଠିକଟା ବ୍ଲକର ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ରାମଜୋଡ଼ି ଗ୍ରାମ ପଞ୍ଚାୟତରେ ଆଜି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ରାମଜୋଡ଼ି
Read More...

ମା’ ଇନ୍ଦିରା ମହିଳା ସମିତି ଆନୁକୂଲ୍ୟରେ ରାକ୍ଷୀ ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ମା' ଇନ୍ଦିରା ମହିଳା ସମିତି ଆନୁକୂଲ୍ୟରେ ରାକ୍ଷୀ ମହୋତ୍ସବ ସିଭିଲ ଟାଉନସିପ୍ ସ୍ଥିତ ଯୋଗ ପାର୍କ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ପୁଷ୍ପା ଲେଙ୍କାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା
Read More...

ଆମ ପୁଲିସର ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନା ଆମ ପୁଲିସ ତରଫରୁ ସଚେତନତା କାର୍ଯ୍ୟକ୍ରମ ସେକ୍ଟର ୨୦ କମ୍ୟୁନିଟି ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଆମ ପୁଲିସର ବରିଷ୍ଠ ସଦସ୍ୟ ପ୍ରାକ୍ତନ ପୁଲିସ ଅଧିକାରୀ ଡ. ସୁମନ ଦତ୍ତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ
Read More...