Monthly Archives

August 2026

ସାଇଟ କଲେଜରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଉତ୍ସବ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିକଟସ୍ଥ ସଦାଇପାଲି ପଲ୍ଲିଶ୍ରୀ ବିହାର ଠାରେ ସାଇଟ ନର୍ସିଂ କଲେଜ ତରଫରୁ ଗତ ୧ ତାରିଖରୁ ଚାଲିଥିବା ବିଶ୍ୱ ସ୍ତନ୍ୟପାନ ସପ୍ତାହ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଉତ୍ସବରେ ଭଗବତୀ କୌଶଲ୍ୟା ନର୍ସିଂ କଲେଜର ପ୍ରିନ୍ସିପାଲ ବିନୋଦିନୀ ଦାଶ ମୁଖ୍ୟ ଅତିଥି ରୂପେ
Read More...

ଧର୍ମପରାୟଣା ମହିଳା କ୍ଷିତିସୂତା ମିଶ୍ରଙ୍କ ପରଲୋକ : ଶୋକରେ ଯୋଗୀସର୍ଡ଼ା ଗ୍ରାମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଯୋଗୀସର୍ଡ଼ା ଗ୍ରାମର ବରିଷ୍ଠ ଧର୍ମ ପରାୟଣା ମହିଳା କ୍ଷିତିସୂତା ମିଶ୍ରଙ୍କର ୮୮ ବର୍ଷ ବୟସରେ ପରଲୋକ ଘଟିଛି । ସ୍ୱର୍ଗତା କ୍ଷିତିସୂତା ମିଶ୍ର ଜଣେ ଧର୍ମପରାୟଣା, ସରଳ, ସ୍ନେହମୟୀ ଓ ପରୋପକାରୀ ମହିଳା ଭାବେ ସୁପରିଚିତ ଥିଲେ ।
Read More...

ବରଗଡ଼-ଝାରସୁଗୁଡ଼ା ରାଜମାର୍ଗ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଗଡକରୀଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଲୋକସଭା କ୍ଷେତ୍ରରେ ଅବସ୍ଥିତ ବରଗଡ ଓ ଝାରସୁଗୁଡ଼ା ଜିଲ୍ଲାରେ ନିର୍ମିତ ହେବାକୁଥିବା ରାଜମାର୍ଗ ଗୁଡ଼ିକ ତ୍ୱରାନ୍ୱିତ କାର୍ଯ୍ୟ କରିବା ପାଇଁ ବରଗଡ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ପାର୍ଲାମେଣ୍ଟ ଭବନରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ
Read More...

ବରଗଡ଼ ସିମେଣ୍ଟ ୱାର୍କ୍ସର ଶ୍ରମିକଙ୍କ ପାଇଁ ବଡ଼ ସଫଳତା : ମୁଖ୍ୟ ଶ୍ରମ କମିଶନର (କେନ୍ଦ୍ରୀୟ)ଙ୍କ ହସ୍ତକ୍ଷେପରେ ୨୬.୮୧…

ନୂଆଦିଲ୍ଲୀ, (ପିଆଇବି) : ବରଗଡ଼ ସ୍ଥିତ ଏସିସି ସିମେଣ୍ଟ କାରଖାନାର ଶ୍ରମିକଙ୍କୁ ୨୬.୮୧ କୋଟି ଟଙ୍କାର ଫାଇଦା ହୋଇଛି। କମ୍ପାନୀ ପକ୍ଷରୁ ଦିଆଯାଇଥିବା ଏକ ବନ୍ଦ ନୋଟିସ ଏବଂ ତଦଜନିତ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରି ଭାରତ ସରକାରଙ୍କ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟର ମୁଖ୍ୟ ଶ୍ରମ
Read More...

ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସବୁଜ ସଂକଳ୍ପ : ଟାଉନ୍ ବାଳକ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଶିକ୍ଷାନୁଷ୍ଠାନ ଗୁଡ଼ିକୁ ସବୁଜିମାରେ ସଜାଇବାକୁ ଆହ୍ୱାନ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସ୍ଥାନୀୟ ଟାଉନ୍ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସୁନ୍ଦର ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ​ଏହି ଗୁରୁତ୍ୱପୂର୍ଣ୍ଣ
Read More...

କପିଲାଭଟା ହାଇସ୍କୁଲରେ ପିସିଏମ୍ ଓ ସିବିଜେଡ ଶିକ୍ଷକଙ୍କ ଡେପୁଟେସନ ପାଇଁ କଣ୍ଟାବାଞ୍ଜି ବିଧାୟକଙ୍କୁ ଦାବିପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଳାଭଟା ଗ୍ରାମ ପଞ୍ଚାୟତ ହାଇସ୍କୁଲରେ ପିସିଏମ୍ ଓ ସିବିଜେଡ ଶିକ୍ଷକଙ୍କ ଡେପୁଟେସନ ପାଇଁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି
Read More...

ମଠ ସମ୍ପତି ଜବର ଦଖଲକୁ ନେଇ ପ୍ରତିବାଦ : ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ବାଲେଶ୍ୱର, (କେପିଏନ୍‌ଏସ୍‌) : ବାଲେଶ୍ୱର ଜିଲ୍ଲାରେ ମଠ ସମ୍ପତି ଜବର ଦଖଲକୁ ନେଇ ପ୍ରତିବାଦ, ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁପାରୀ ଠାରେ ଥିବା ନୃସିଂହନାଥ ମଠ ଜମିକୁ ଜବରଦଖଲ କରି ବେଆଇନ୍ ଭାବେ ଜଣେ ବ୍ୟକ୍ତି
Read More...

ବାର୍‌ ଏସୋସିଏସନର ସଭାପତି ଭୀଷ୍ମ ଦେବଙ୍କୁ ମରଣାନ୍ତକ ଆକ୍ରମଣ

ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ବାର୍‌ ଏସୋସିଏସନର ସଭାପତି ଭୀଷ୍ମ ଦେବ ସରାଫଙ୍କ ଉପରେ ଦିନଦିଆ ମରଣାନ୍ତକ ଆକ୍ରମଣ ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗୁରୁବାର କଚେରୀ ସମ୍ମୁଖରେ ଦୁଇଜଣ ବ୍ୟକ୍ତି ବାଇକରୁ ପଡ଼ିଯାଇଥିବା ବେଳେ ସେମାନଙ୍କୁ ସହାୟତା କରିବାକୁ ଯାଇଥିଲେ ବାର୍‌
Read More...

ଜିଲ୍ଲା ସାମ୍ବାଦିକ ସଙ୍ଘ ରାୟଗଡାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା ସଦର ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମ୍ବାଦିକ ସଙ୍ଘ ରାୟଗଡା ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ସଂଘ ଦ୍ୱାରା ମନୋନୀତ ପରିଚାଳନା କମିଟିର ଜିଲ୍ଲା
Read More...

ବିଧାୟକ କଳିକେଶଙ୍କ ସମୀକ୍ଷା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସର୍କିଟ ହାଉସରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରିଛନ୍ତି । କୃଷି, ପାନୀୟ ଜଳ, ଏମ୍‌ଆଇପି, ଜଳସେଚନ ଓ ଶିକ୍ଷା ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରି ସେ ବିଭିନ୍ନ
Read More...