Monthly Archives

August 2026

ସାଲେଭଟା ଫାଣ୍ଡି ଅଧିକାରୀ ନିଲମ୍ବିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଦାୟିତ୍ୱରେ ଅବହେଳା କରିବା ଅଭିଯୋଗରେ ଲୋଇସିଂହା ଥାନା ସାଲେଭଟା ଫାଣ୍ଡି ଅଧିକାରୀ ଭରତ ସାହୁଙ୍କୁ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନିଲମ୍ବିତ କରିଛନ୍ତି । ଅନ୍ୟଦେଶ ପର୍ଯ୍ୟନ୍ତ ଶ୍ରୀ ସାହୁ କଣ୍ଟାବାଞ୍ଜି ଏସ୍‌ଡିପିଓଙ୍କ କାର୍ଯ୍ୟାଳୟରେ ପ୍ରତ୍ୟହ ଉପସ୍ଥିତ
Read More...

ରାଜ୍ୟ ରାଜପଥରେ ବିଶାଳ ଗଛ ଉପୁଡି ପଡି ଯାତାୟାତ ଠପ୍‌

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲାରେ ବର୍ଷାର ପ୍ରଭାବ । କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣାରୁ ଭାୟା ନର୍ଲାଦେଇ ଭୁବନେଶ୍ୱରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ବାଲିପଡା (ବଫଲା) ନିକଟରେ ଏକ ବଡ ବମର ଗଛ ରାସ୍ତା ଉପରେ ଆଜି ସକାଳ ୮ ଟା ସମୟରେ ମୂଳରୁ ଉପୁଡି ପଡି
Read More...

ମୁରିବାହାଲରେ ପୁଣି ୧୬ ଟିକିଆ ବଣୁଆ ହାତୀପଲଙ୍କ ଆତଙ୍କ

ଘରେ ଶୋଇଥିବା ବେଳେ ରକ୍ତମୁଖା ହାତୀପଲ ଆକ୍ରମଣରେ ପରିବାରର ୪ ଗୁରୁତରମେଡିକାଲରେ ଭର୍ତ୍ତିଘର ସମ୍ପୂର୍ଣ୍ଣ ଚୁରମାର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଅଞ୍ଚଳରେ ଦୀର୍ଘ ୨ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଆତଙ୍କ ସୃଷ୍ଟି କରୁଥିବା ୧୬ଟିକିଆ
Read More...

ନୂଆଖାଇ ପାଇଁ ବାହାରିଲା ଲଗ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ବଲାଙ୍ଗିର ଜିଲ୍ଲାର ଶୁଭ ଲଗ୍ନ ଘୋଷଣା ହୋଇଛି । ଚଳିତ ବର୍ଷ ଆସନ୍ତା ୧୫ ସେପ୍ଟେମ୍ବର ୨୦୨୬, ମଙ୍ଗଳବାର ଦିନ ସମଗ୍ର ଜିଲ୍ଲାରେ ନୂଆଖାଇ ପାଳନ କରାଯିବ । ଚିରାଚରିତ ପରମ୍ପରା ଅନୁଯାୟୀ, ବଲାଙ୍ଗିର ଜିଲ୍ଲା ଜ୍ୟୋତିଷ
Read More...

ବୁଗୁଡ଼ା ପୋଲିସର ବଡ ସଫଳତା : ବେଆଇନ ଦେଶୀ ବନ୍ଧୁକ କାରଖାନା ଠାବ

ଗଞ୍ଜାମ, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଗୁପ୍ତ ସୂଚନା ଆଧାରରେ ପୋଲିସ ଚଢ଼ାଉ କରି ଏକ ବେଆଇନ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ କରିଛି । ଚଢ଼ାଉ ସମୟରେ ବିପୁଳ ପରିମାଣର ଅସ୍ତ୍ର ତିଆରି ସାମଗ୍ରୀ, ଦୁଇଟି ଦେଶୀ ବନ୍ଧୁକ,
Read More...

ଜିଲ୍ଲାରେ ରାସାୟନିକ ବିପଦକୁ ନେଇ ପ୍ରଶାସନର ବଡ଼ ପ୍ରସ୍ତୁତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାରେ ସମ୍ଭାବ୍ୟ ରାସାୟନିକ ଦୁର୍ଘଟଣାର ସଫଳ ପରିଚାଳନା, ଜରୁରୀକାଳୀନ ଯୋଜନା, ପୂର୍ବ ପ୍ରସ୍ତୁତି ତଥା ପରବର୍ତ୍ତୀ ପ୍ରତିକ୍ରିୟାର ସମୀକ୍ଷା କରିବା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ଆପାତକାଳୀନ ଗୋଷ୍ଠୀ ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କ ବୈଠକ
Read More...

ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପରେ ବାଲିଗୁଡା ଓ ସିପାଞ୍ଜିରୀ ଦଳ ବିଜୟୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ଆରମ୍ଭ ହୋଇଛି । ଏହି ଚମ୍ପିୟାନସିପ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ । ଏଥିରେ ବାଲିଗୁଡା
Read More...

ବିଶ୍ୱ ସ୍ତନ୍ୟପାନ ସପ୍ତାହ -୨୦୨୬ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହିଳା ଓ ଶିଶୁ ବିକାଶ କାର୍ଯ୍ୟଳୟ, ଗଞ୍ଜାମ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ଅବସରରେ ଗୁରୁବାର ଛତ୍ରପୁର ବ୍ଲକ ଅଫିସ୍ ସ୍ଥିତ ସୁଭଦ୍ରା ଶକ୍ତି କେନ୍ଦ୍ରଠାରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ଆସାମରେ ଏନ୍ଏଚ୍-୧୫ର ୧୩୫.୮୭ କିମି ଅଂଶକୁ ୪-ଲେନ୍ରେ ପରିଣତ କରିବାକୁ ₹୮,୯୭୦.୨୦ କୋଟିର ପ୍ରକଳ୍ପ ଅନୁମୋଦିତ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆସାମର ୧୫ ନମ୍ବର ଜାତୀୟ ରାଜପଥରେ ୧୩୫.୮୭୧ କିଲୋମିଟର ଦୀର୍ଘ, ୪-ଲେନ୍ ବିଶିଷ୍ଟ ପ୍ରବେଶ-ନିୟନ୍ତ୍ରିତ ଗୁଆହାଟୀ-ତେଜପୁର କରିଡରର
Read More...

୨୩,୭୩୧ କୋଟି ଟଙ୍କା ବ୍ୟୟବରାଦ ସହ କମ୍ପ୍ରେସ୍ଡ ବାୟୋଗ୍ୟାସ୍ ପାଇଁ ଜାତୀୟ ସମନ୍ୱିତ ଯୋଜନା-ଗୋବର୍ଦ୍ଧନକୁ କ୍ୟାବିନେଟ୍…

• ଦେଶର ଜୈବିକ ସମ୍ପଦକୁ ସ୍ୱଚ୍ଛ ଶକ୍ତି, ଗ୍ରାମୀଣ ସମୃଦ୍ଧି ଏବଂ ଆର୍ଥିକ ବିକାଶରେ ପରିବର୍ତ୍ତିତ କରିବା ପାଇଁ ଏକ ଐତିହାସିକ ଜାତୀୟ ଯୋଜନା• ନିଶ୍ଚିତ କ୍ରୟ, ସ୍ଥିର ମୂଲ୍ୟ ନିର୍ଦ୍ଧାରଣ, ପୁଞ୍ଜି ସହାୟତା, ପାଇପଲାଇନ ସଂଯୋଗୀକରଣ ଏବଂ ଆର୍ଥିକ ସୁବିଧା ମାଧ୍ୟମରେ କମ୍ପ୍ରେସ୍ଡ ବାୟୋଗ୍ୟାସ
Read More...