Monthly Archives

August 2026

ସଂରକ୍ଷଣ ବିରୋଧି ଆନ୍ଦୋଳନକୁ ନେଇ ଜରୁରୀ ବୈଠକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବର୍ତ୍ତମାନ ଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଥିବା ସମୟରେ ସୋନପୁର ଠାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆଜି ସୁବର୍ଣ୍ଣପୁର ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ପରିସରରେ ସମିତି ସଭାପତି ପ୍ରକାଶ ଚନ୍ଦ୍ର
Read More...

ପଞ୍ଜୀକରଣ ପ୍ରକ୍ରିୟାରେ ଜଟିଳତାର ପ୍ରତିବାଦ କରି ସୁବର୍ଣ୍ଣପୁରରେ ଚାଷୀଙ୍କ ଆନ୍ଦୋଳନ ଧମକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଶାର ଭାତହାଣ୍ଡି ଭାବେ ପରିଚିତ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜିଲ୍ଲାମାନଙ୍କ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ଧାନ ଉତ୍ପାଦନରେ ଏକ ଅଗ୍ରଣୀ ଜିଲ୍ଲା । ଚାଷୀଙ୍କ ଆୟ ବୃଦ୍ଧି ଓ ଧାନର ଉଚିତ ମୂଲ୍ୟ ପାଇଁ ସରକାର ଏମ୍‌ଏସ୍‌ପି ବ୍ୟତୀତ ଅତିରିକ୍ତ ୮୦୦
Read More...

‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ ଜନସହଭାଗିତାରେ ପାଳନ ପାଇଁ ପ୍ରସ୍ତୁତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗିର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ ଜନସହଭାଗିତାରେ ପାଳନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ନେଇ ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ
Read More...

ରାଜ୍ୟସ୍ତରୀୟ ଅସିଚାଳନା ପ୍ରତିଯୋଗିତାରେ ଏକାଡେମିକ ହାଇଟ୍ସ ପବ୍ଲିକ୍ ସ୍କୁଲର ବାଜିମାତ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : କଟକ ସ୍ଥିତ ଜୱାହାର ଲାଲ୍ ଇଣ୍ଡୋର ଷ୍ଟାଡିୟମରେ ଅନଷ୍ଠିତ ରାଜ୍ୟସ୍ତରୀୟ ଅସିଚାଳନା ପ୍ରତିଯୋଗିତାରେ ବାଜିମାତ୍ କରିଛନ୍ତି ଏକାଡେମିକ ହାଇଟ୍ସ ପବ୍ଲିକ୍ ସ୍କୁଲ, ବଲାଙ୍ଗିରର ଛାତ୍ରଛାତ୍ରୀ । ଏଥିରେ ବିଭିନ୍ନ ବିଭାଗରେ ବିଦ୍ୟାଳୟର ୧୬ ଜଣ ଛାତ୍ରଛାତ୍ରୀ
Read More...

ଚାଷୀ ସମସ୍ୟାକୁ ନେଇ ମିଳିତ କୃଷକ ମଞ୍ଚର ଦାବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାମ୍ୱାଦିକ ଭବନରେ ମିଳିତ କୃଷକ ମଞ୍ଚର ବଡ଼ ସାମ୍ୱାଦିକ ସମ୍ମିଳନୀ । ବଲାଙ୍ଗିର ଜିଲ୍ଲାର ଚାଷୀମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ମିଳିତ କୃଷକ ମଞ୍ଚ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଅନେକ
Read More...

ଏଗ୍ରିଷ୍ଟାକ୍‌ ବ୍ୟବସ୍ଥାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି ଜଣାଇଲେ ପୂର୍ବତନ ବିଧାୟକ ସାଧୁ ନେପାକ

ବରଗଡ଼, (ମୁନ୍ନା ସାହୁ) : ଅଯୋଧ୍ୟା ରାମ ମନ୍ଦିରରେ ଚାନ୍ଦା ଚୋରି, ଶିକ୍ଷା ବ୍ୟବସ୍ଥାରେ ଅବ୍ୟବସ୍ଥା, ପ୍ରଶ୍ନପତ୍ର ଲିକ୍‌ ଭଳି ଘଟଣାରେ ଯୁବବର୍ଗଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ସରକାରଙ୍କ କୁଦୃଷ୍ଟି ଏବେ ଚାଷୀଙ୍କ ଉପରେ ମଧ୍ୟ ପଡ଼ିଛି । ଚାଷୀଙ୍କୁ କୁଇଣ୍ଟାଲ ପିଛା ୩୧୦୦
Read More...

ଦିୱାନଡିହି ଠାରେ ଶ୍ରାବଣୀ ମହୋତ୍ସବର ଦ୍ଵିତୀୟ ସୋମବାର ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଖଳିଆପାଲି ପଞ୍ଚାୟତ ଅନ୍ତର୍ଗତ ଦିୱାନଡିହି ସ୍ଥିତ ଉଭା ଶିବ ମନ୍ଦିର ଠାରେ ଆସନ୍ତା ଶ୍ରାବଣ କୃଷ୍ଣ ପ୍ରତିପଦ ଠାରୁ ଆରମ୍ଭ ହୋଇଥିବା ଶ୍ରାବଣୀ ମହୋତ୍ସବର ଦ୍ଵିତୀୟ ସୋମବାର ତଥା ଦ୍ୱାଦଶ ଦିନରେ ପହଞ୍ଚିଛି । କର୍ତ୍ତା ଭାବରେ ଅଧିକାଂଶ
Read More...

ଅଞ୍ଚଳ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ନୂତନ ସମ୍ମେଳନ କକ୍ଷରେ 'ଶକ୍ତିଶ୍ରୀ ସଶକ୍ତିକରଣ ପ୍ରକୋଷ୍ଠ' ଆନୁକୂଲ୍ୟରେ ଆୟୋଜିତ ଛଅ ଦିନିଆ ଛାତ୍ରୀ ଆତ୍ମସୁରକ୍ଷା ତାଲିମ୍ ଶିବିର ସୋମବାର ଉତ୍ସାହର ସହ ଉଦ୍‌ଯାପିତ ହୋଇଯାଇଛି । ଅଧ୍ୟକ୍ଷ ଡ. ଦିଗାମ୍ବର ଚାନ୍ଦଙ୍କ
Read More...

ସୋଢା ଗାଁର ଗୌନ୍ତିଆ ନୀଳାମ୍ବର ରଣାଙ୍କ ଦେହାନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ୍‌ ବ୍ଲକ ଟେମରୀ ପଞ୍ଚାୟତ ସୋଢା ଗ୍ରାମର ଗୌନ୍ତିଆ ତଥା ଆୟୁର୍ବେଦିକ ଡାକ୍ତର ନୀଳମ୍ବର ରଣା ଆଜି ସକାଳ ୭.ଘ. ସମୟରେ ସମସ୍ତ ପରିବାର, ବନ୍ଧୁ ବାନ୍ଧବ ସ୍ୱଜନ ମାନଙ୍କୁ ଛାଡି ଅପେରା ରାଇଜକୁ ଚାଲିଗଲେ । ମୃତ୍ୟୁ
Read More...

ସକମା ସାଧନ କେନ୍ଦ୍ର ଆନୁକୂଲ୍ୟରେ ସେବା ନିବୃତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ସକମା ସାଧନ କେନ୍ଦ୍ର ଆନୁକୂଲ୍ୟରେ ସକମା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ସେବା ନିବୃତ ସମ୍ବର୍ଦ୍ଧନା ସଭା ପ୍ରଧାନ ଶିକ୍ଷକ ରାଜ୍ କୁମାର ବରାଡ ମହୋଦୟଙ୍କ ସଭାପତିତ୍ୱରେ ଗତ ତା
Read More...