Daily Archives

ଗଣ୍ତାବାହାଲିଠାରେ ନୂଆଖାଇ ଭେଟ୍‌ଘାଟ୍‌ ପାଇଁ ପ୍ରସ୍ତୁତି ବୈଠକ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କଳା ସଂସ୍କୃତି ଏବଂ ଐତିହ୍ୟର ମାଟି ଗଣ୍ତାବାହାଲିଠାରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଉପଲକ୍ଷେ ଏକ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଗ୍ରାମ୍ୟର ବରିଷ୍ଠ
Read More...

ସିଆଇଟିୟୁ ଓ ସିପିଆଇଏମ୍ ପକ୍ଷରୁ ୮୦ ତମ ସ୍ୱାଧିନତା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସିପିଆଇଏମ୍ ଓ ସିଆଇଟିୟୁ, ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ଦେଶର ୮୦ତମ ସ୍ୱାଧିନତା ଦିବସ ଓ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଶକ୍ତିନଗର ସ୍ଥିତ ସିପିଆଇଏମ୍, ସୁନ୍ଦରଗଡ଼ ଜିଲ୍ଲା କମିଟି
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଆଲୋଚନା ଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମହିଳା କଲେଜ ପରିସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ବଲାଙ୍ଗିର ଶାଖା ପକ୍ଷରୁ କବି ଗଙ୍ଗାଧର ମେହେରଙ୍କ ସାହିତ୍ୟ ଓ ପ୍ରତିଭା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସଭାରେ ଡ. ଭବାନୀ ଶଙ୍କର ପଟେଲ ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମ
Read More...

ରାଜସ୍ଥାନର ୧୫ଟି ଜିଲ୍ଲାରେ ₹୫,୭୫୫ କୋଟିର ୯୪୪ଟି ବିକାଶ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ଗୃହମନ୍ତ୍ରୀ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ୨୧ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଗୃହମନ୍ତ୍ରୀସ୍ୱାଧୀନତାର ୮୦ ବର୍ଷରେ ପ୍ରଥମ ଥର ଲାଲକିଲ୍ଲାରୁ ଗୁଞ୍ଜିଲା ‘ବନ୍ଦେ ମାତରମ୍’ଭୋଟ୍ ବ୍ୟାଙ୍କ ରାଜନୀତିରେ ଅବହେଳିତ ‘ବନ୍ଦେ ମାତରମ୍’କୁ ୧୫୦ତମ ବର୍ଷରେ
Read More...