Daily Archives

ଜୟପାଟଣା ଠାରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସ୍ଵାଧୀନତା ଦିବସ ପାଳନ କମିଟି ଆନୁକୁଲ୍ୟରେ ସ୍ଥାନୀୟ ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ପରିସରର ୮୦ତମ ସ୍ଵାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏନ୍‌ଡିସିସି ଅଧ୍ୟକ୍ଷ ତଥା ଜୟପାଟଣା ତହସିଲଦାର ଦୀପ୍ତିରେଖା ବାଗଙ୍କ ଅଧ୍ୟକ୍ଷତାରେ ଆରମ୍ଭ
Read More...

ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷରୋପଣ

ପାଟଣାଗଡ, (କେପିଏନ୍‌ଏସ୍‌) : ପବିତ୍ର ସ୍ୱାଧୀନତା ଦିବସ ଅବସରରେ ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଇଁଷାରେ ବୃକ୍ଷରୋପଣ କରାଯାଇଛି । ବିଦ୍ୟାଳୟରେ ସ୍ୱାଧୀନତା ଦିବସ ଉତ୍ସବ ପାଳନ ପରେ ଅଧ୍ୟକ୍ଷା ମାମିନା ବାଗଙ୍କ ନେତୃତ୍ୱରେ ବିଦ୍ୟାଳୟର ଜାତୀୟ ସେବା ଯୋଜନା ବିଭାଗ ଓ ଯୁବ
Read More...

ବଲାଙ୍ଗିର ପବ୍ଲିକ ସ୍କୁଲରେ ୮୦ତମ ସ୍ୱାଧୀନତା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ ସ୍କୁଲ ପରିସରରେ ୮୦ତମ ସ୍ୱାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ବାମଦେବ ମିଶ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀଙ୍କୁ ଦେଶ ମାତୃକାର ସେବା କରିବା ପାଇଁ ଉଦବୋଧନ ଦେଇଥିଲେ ।
Read More...

ପଦ୍ମପୁରରେ ଉପଖଣ୍ଡ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ

୪୫ଟି ପ୍ଲାଟୁନ୍‌ର ମାର୍ଚ୍ଚ ପାଷ୍ଟ, ୧୨୦ରୁ ଊର୍ଦ୍ଧ୍ବ କୃତୀ ଛାତ୍ରଛାତ୍ରୀ ଓ ଅନୁଷ୍ଠାନ ସମ୍ବର୍ଦ୍ଧିତ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପ୍ରଶାସନ ତରଫରୁ ସ୍ଥାନୀୟ ରାଜ ବୋଡ଼ାସମ୍ବର (ଆର୍‌.ବି.) ହାଇସ୍କୁଲ ଖେଳ ପଡ଼ିଆ ଠାରେ ୮୦ତମ ସ୍ୱାଧୀନତା ଦିବସ ଉତ୍ସବ ଅତ୍ୟନ୍ତ
Read More...

ନୃସିଂହନାଥ ବନସ୍ପତି ବନ ସୋସାଇଟି ପରିସରରେ ପ୍ରକୃତିବନ୍ଧୁ ମାନଙ୍କ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରକୃତିର ଗନ୍ତାଘର ଶ୍ରୀ ନୃସିଂହନାଥ ଓ ଗନ୍ଧମାର୍ଦ୍ଦନ ପର୍ବତ ସହ ଚିରଶ୍ରୋତା ଝରଣା ଓ ନୃସିଂହନାଥ ମନ୍ଦିର ଶ୍ରାବଣ ମାସରେ ଭକ୍ତମାନଙ୍କ ମନ ଏଠାକୁ ଟାଣି ଆଣିଥାଏ । ଏହି ପ୍ରକୃତିର ସୁରକ୍ଷା ଓ ଏହାର ବୃଦ୍ଧି ପାଇଁ କିଛି ମହାନ ବ୍ୟକ୍ତିମାନେ ଲାଗି
Read More...

ହାଇୱା ଧକ୍କାରେ ଜଣେ ମୃତ, ୨ ଗୁରୁତର

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ବରଗଡ଼- ବୋରିଗୁମ୍ମା ଏନ୍‌ଏଚ୍‌ ୨୬ ଡୁଙ୍ଗୁରିପାଲି ଏଫ୍‌ସିଆଇ ନିକଟରେ ଶୁକ୍ରବାର ରାତି ପ୍ରାୟ ୮ଟା ବେଳେ ଏକ ହାଇୱା ଦୁଇଟି ବାଇକକୁ ଧକ୍କା ଦେଇଛି । ଦୁର୍ଘଟଣାରେ ଜଣେ ବାଇକ୍ ଆରାହୀଙ୍କ
Read More...

ଚୁଡାପାଲି ଶିଶୁ ମନ୍ଦିରରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ

ସଦରବ୍ଲକ, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚୂଡ଼ାପାଲିରେ ସ୍ୱାଧୀନତା ଦିବସ ଉତ୍ସବ ପାଳନ ହୋଇଯାଇଛି । ପରିଚାଳନା ସମିତିର ସଭାପତି କ୍ଷୀରୋଦ୍ର କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିବାବେଳେ ପରିଚାଳନା ସମିତିର କୋଷାଧ୍ୟକ୍ଷ ବୈଷମ୍ପାୟନ ଥନାପତି ଉପସ୍ଥିତ ଥିଲେ ।
Read More...

ଆମ ଉତ୍କଳ ମହିଳା ବିକାଶ ପରିଷଦର ସ୍ୱାଧୀନତା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୮୦ତମ ସ୍ୱାଧୀନତା ଦିବସ ଅବସରେ ଆମ ଉତ୍କଳ ମହିଳା ବିକାଶ ପରିଷଦ ପକ୍ଷରୁ ଆଜି ବ୍ୟାପକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସଂଗଠନର କାର୍ଯ୍ୟାଳୟ ପରିସରେ ପତାକା ଉତ୍ତୋଳନ କରାଯିବା ସହ "ଜନ ଗଣ ମନ" ଗାନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ "ଘରେ ଘରେ
Read More...

ସ୍ୱାଧୀନତା ଦିବସରେ ବଲାଙ୍ଗିର ଶିଶୁ ମହିଳା ସଦନରେ ଖୁସି ବାଣ୍ଟିଲେ ସହଯୋଗ ଫାଉଣ୍ଡେସନ୍ ଓ ଲାୟନ୍ସ କ୍ଲବ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗିରରେ ସେବା, ସମ୍ବେଦନା ଓ ମାନବିକତାର ଏକ ସୁନ୍ଦର ପ୍ରୟାସ ଦେଖିବାକୁ ମିଳିଛି । ସହଯୋଗ ଫାଉଣ୍ଡେସନ୍ ଓ ଲାୟନ୍ସ କ୍ଲବ୍ ମିଳିତ ଉଦ୍ୟମରେ ଶିଶୁ ମହିଳା ସଦନ ପରିସରରେ ‘ଖୁସିର ପଲ’ ନାମକ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ
Read More...

ସେଲ୍ଫି ନେବା ହେଲା କାଳ, ବ୍ରିଜରୁ ୭୦ ଫୁଟ ତଳକୁ ଖସିଲେ ଯୁବତୀ

ସଇଁତଲା, (ଖୁସିରାଣୀ ସାହୁ) : ସେଲ୍ଫି ନେବା ବେଳେ ଅଘଟଣ। ବ୍ରିଜରୁ ପ୍ରାୟ ୭୦ ଫୁଟ ତଳକୁ ଖସିପଡ଼ିଲେ ଯୁବତୀ। ଠିକ୍ ସମୟରେ ଦେବଦୂତ ସାଜି ଉଦ୍ଧାର ପାଇଁ ଆଗେଇ ଆସିଲେ ଜଣେ ଯୁବକ । ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ବେଲଗାଁ ତେଲନଦୀ ବ୍ରିଜ ନିକଟରେ । ସୂଚନା
Read More...