Monthly Archives

July 2026

ବର୍ଷା ନେଲା ଜୀବନ : କାନ୍ଥ ଭୁଶୁଡ଼ି ବୃଦ୍ଧା ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କୁଲିହା ଦର୍ହ ଗ୍ରାମରେ ଘଟିଛି ଏହି ହୃଦୟବିଦାରକ ଘଟଣା । ଲଗାଣ ବର୍ଷାରେ ଦୁର୍ବଳ ହୋଇପଡ଼ିଥିବା ମାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ ତାହା ତଳେ ଚାପି ହୋଇ ତାରା ବଛାଙ୍କ ମୃତ୍ୟୁ ଘଟିଛି । ଗୁରୁତର ଅବସ୍ଥାରେ
Read More...

ବଲାଙ୍ଗିରରେ ପୁଣି ବଡ଼ ଗଞ୍ଜେଇ ଚାଲାଣ ଠାବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ପୁଣି ବଡ଼ ଗଞ୍ଜେଇ ଚାଲାଣ ଠାବ । ଭୁବନେଶ୍ୱର ନମ୍ବର ଥିବା ଏକ ଜାଇଲୋ ଗାଡ଼ିରୁ ବଲାଙ୍ଗିର ସଦର ଥାନା ପୋଲିସ ୧ କୁଇଣ୍ଟାଲ ୬୯ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି । ପୋଲିସ ସୂଚନା ଅନୁସାରେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସଦର ଥାନା ଅନ୍ତର୍ଗତ
Read More...

କଲ୍ୟାଣସିଂହପୁରରେ ଶ୍ରୀ ଜୀଉଙ୍କ ବାହୁଡା ଯାତ୍ରା

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କଲ୍ୟାଣସିଂହପୁର ଠାରେ ଶ୍ରୀ ଜୀଉଙ୍କ ବାହୁଡ଼ା ଯାତ୍ରା ମହା ଆଡମ୍ବରରେ ହୋଇଯାଇଛି । ଖରା ହୋଇଥିବାରୁ ମହାଆଡମ୍ବରରେ ଶ୍ରୀ ଜୀଉଙ୍କ ରଥ ଶ୍ରୀ ମନ୍ଦିର ନିକଟରେ ଲାଗିଛି । ଶ୍ରୀଜୀଉଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରାଯିବ ବୋଲି ମନ୍ଦିରର
Read More...

ବୃଦ୍ଧାଙ୍କୁ ଡାହାଣୀ କହି ଗାଁରେ ହଟହଟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର ଅତ୍ୟାଧୁନିକ ଯୁଗରେ ବି ଅନ୍ଧବିଶ୍ୱାସର କରାଳ ଛାଇ ସମାଜକୁ କଳୁଷିତ କରୁଥିବା ବେଳେ ଆଜି ପୁଣି ଏକ ଅଭାବନୀୟ ଘଟଣା ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବୀରମୁଣ୍ଡା ଗାଁରୁ ଆସିଛି । ବୀରମୁଣ୍ଡା ଗାଁର ମଙ୍ଗଲୁ ଖର୍ସେଲ୍‌ଙ୍କ ପତ୍ନୀ ୬୫ ବର୍ଷ ବୟସ୍କା ଶ୍ରୀମତୀ
Read More...

ସରସ୍ଵତୀ ଶିଶୁ ମନ୍ଦିର ଓ ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସମ୍ମିଳିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖଲ୍ଲିକୋଟ ସରସ୍ୱତୀ ଶିଶୁ ମନ୍ଦିର ଏବଂ ଡକ୍ଟର ଏପିଜେ ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବଲ ଟ୍ରଷ୍ଟର ସମ୍ମିଳିତ ପ୍ରୟାସରେ ସ୍ଥାନୀୟ ଶିଶୁ ମନ୍ଦିର ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ
Read More...

ବାହୁଡ଼ିଲେ ମହାବାହୁ, ଭକ୍ତି ରସରେ ମୁନିଗୁଡ଼ା ଓ ଅମ୍ବାଦଳା

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ୍) : ଦୀର୍ଘ ୯ ଦିନ ମାଉସୀ ମା' ଘର ଗୁଣ୍ଡିଚା ମନ୍ଦିରରେ ଲୀଳାଖେଳା ସାରି ପୁଣି ଶ୍ରୀମନ୍ଦିରକୁ ବାହୁଡ଼ିଲେ ମହାବାହୁ। ବାହୁଡ଼ା ଯାତ୍ରା ଅବସରରେ ମୁନିଗୁଡ଼ା ଓ ଅମ୍ବାଦଳା ସହରରେ ଭକ୍ତିର ସୁଅ ଛୁଟିଛି। ହଜାର ହଜାର ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳିରେ
Read More...

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ାଯାତ୍ରା ଅବସରରେ ସମଗ୍ର ବଲାଙ୍ଗିର ସହର ଏକ ଅପୂର୍ବ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶରେ କମ୍ପିଉଠିଥିଲା । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଅନୁପମ ମିଳନର ଏହି ପର୍ବକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ଜିଲ୍ଲା
Read More...

ସନ୍ଥ ଯୋଗୀରାଜଜୀଙ୍କର ଦେହାନ୍ତ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର ସନ୍ଥ ଯୋଗୀରାଜ ଜୀଙ୍କର ବଲାଙ୍ଗିର ଠାରେ ଶୁକ୍ରବାର ଦେହାନ୍ତ ହୋଇଯିବା ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୁଦୂର ପଞ୍ଜାବ ରାଜ୍ୟରୁ ଆସି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସେବା ଓ
Read More...

ଜଲିଆ ପିପଲପଡ଼ାରେ ବିଦ୍ୟୁତ୍ ବିଚ୍ଛିନ୍ନ : ଟ୍ରାନ୍ସଫର୍ମର ଲଗାଇବାକୁ ଆପ୍‌ ପକ୍ଷରୁ ଦାବି

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଆପ୍‌ ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ଜଲିଆ ଗାଁର ପିପଲପଡାରେ ୧୦ଦିନ ହେଲା ଅନ୍ଧାରରେ ଥିବା ସମସ୍ୟାକୁ ନେଇ ବଲାଙ୍ଗିର ଏସ୍‌ଇଙ୍କୁ ସାକ୍ଷାତ କରିଥିବା ଜଣାପଡ଼ିଛି । ଦେଓଗାଁ ବ୍ଲକ ଉଡ଼ାର ପଞ୍ଚାୟତ
Read More...

ରଥଯାତ୍ରା ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ : ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ, (ପିଆଇବି) : ପୁରୀ ରଥଯାତ୍ରା ଏବଂ ଅନ୍ୟାନ୍ୟ ପ୍ରମୁଖ ପର୍ବପର୍ବାଣି ସମୟରେ ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ପରିଚାଳନା, ବର୍ତ୍ତମାନର ଟ୍ରେନ୍ରେ ଅତିରିକ୍ତ କୋଚ୍ ସଂଯୋଜନ ଏବଂ ସେବାର ସମ୍ପ୍ରସାରଣ କରାଯାଉଛି। ବର୍ତ୍ତମାନ ପୁରୀକୁ ୧୧୬ଟି
Read More...