Monthly Archives

July 2026

ବରଗଡ଼ ବ୍ରାହ୍ମଣ ୟୁଥ୍ ଫେଡେରେସନ୍ ପକ୍ଷରୁ ବୃକ୍ଷ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ

ବରଗଡ଼, (ମୁନ୍ନା ସାହୁ ) : ପରିବେଶ ସୁରକ୍ଷା ଓ ସବୁଜ ବରଗଡ଼ ଗଠନର ଲକ୍ଷ୍ୟ ନେଇ ବରଗଡ଼ ବ୍ରାହ୍ମଣ ୟୁଥ୍ ଫେଡେରେସନ୍ ପକ୍ଷରୁ ନାୟକପଡ଼ା ଦୁର୍ଗା ମଣ୍ଡପଠାରେ ଏକ ବୃକ୍ଷ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଜାତିର ଚାରା ସମ୍ପୂର୍ଣ୍ଣ ମାଗଣାରେ ବଣ୍ଟନ
Read More...

ସ୍ୱାଧୀନତା ସଂଗ୍ରାମୀ ବୀରାଙ୍ଗନା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦେବାକୁ ଲୋକସଭାରେ ଉଠିଲା ଦାବି

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଲୋକସଭାରେ ନିୟମ- ୩୭୭ ଅଧୀନରେ ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀରାଙ୍ଗନା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଦାବି ଉଠାଇଛନ୍ତି । ସାଂସଦ ଶ୍ରୀ ପୁରୋହିତ ସଦନରେ କହିଥିଲେ ଯେ, ୧୯
Read More...

ବଲାଙ୍ଗିରରେ କାରଗିଲ ବିଜୟ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାରା ଦେଶରେ ଗର୍ବ ଓ ଗୌରବର ସହ କାରଗିଲ ବିଜୟ ଦିବସ ପାଳନ କରାଯାଉଛି । ଏହି ଅବସରରେ ବଲାଙ୍ଗିର ପୂର୍ବତନ ସୈନିକ ସଂଘ ପକ୍ଷରୁ ମଧ୍ୟ ଶହୀଦ ଯବାନମାନଙ୍କୁ ସ୍ମରଣ କରି କାରଗିଲ ବିଜୟ ଦିବସ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
Read More...

ପ୍ରବଳ ବର୍ଷା ଯୋଗୁଁ ଉପରବାହାଲ- ରେଙ୍ଗାଲି ରାସ୍ତା ବିଚ୍ଛିନ୍ନ, ସରଗାଡ ଓ ସାନଝାଙ୍କରପାଲି ଗ୍ରାମର ୧୫ ପରିବାର…

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଶନିବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବ୍ଲକର ଉପରବାହାଲ ଠାରୁ ରେଙ୍ଗାଲିକୁ ଥିବା ପିଡବ୍ଲୁଡ଼ି ରାସ୍ତାର ଜାମଜୁରି ଗ୍ରାମ ନିକଟରେ ରାସ୍ତା ଉପରେ ୨ ଫୁଟ ବନ୍ୟାଜଳ ପ୍ରବାହିତ
Read More...

ପାଠ୍ୟପୁସ୍ତକର ଅସଂଖ୍ୟ ତ୍ରୁଟିକୁ ନେଇ ରାଜ୍ୟ ସରକାରଙ୍କୁ ବିଜୁ ଜନତା ଦଳର କଡ଼ା ସମାଲୋଚନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଅସଂଖ୍ୟ ତ୍ରୁଟିକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ । ଦଳ ଅଭିଯୋଗ କରିଛି ଯେ, ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶ କରି ରାଜ୍ୟର ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ
Read More...

ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରବିବାର ପ୍ରତ୍ୟୁଷରେ ଭୁବନେଶ୍ୱରର ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟ ଏକ ରାସ୍ତାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ପ୍ରାଥମିକ ତଦନ୍ତରୁ ଏହା ଏକ ସମ୍ଭାବ୍ୟ ସଡ଼କ
Read More...

ସୁନବେଶ ସରିବା ପରେ ଆଜି ମହାପ୍ରଭୁଙ୍କର ହେବ ଅଧରପଣା ନୀତି

ପୁରୀ, (କେପିଏନ୍‌ଏସ୍‌) : ପୁରୀ ସିଂହଦ୍ୱାରରେ ତିନି ଠାକୁର । ଗୋଟିଏ ପରେ ଗୋଟିଏ ନୀତିକାନ୍ତି ଚାଲିଛି ରଥାରୁଢ ଠାକୁରଙ୍କର । ଭଳିକି ଭଳି ବେଶରେ ଠାକୁରଙ୍କୁ ଦେଖି ନିଜକୁ ଧନ୍ୟ ମନେ କରୁଛନ୍ତି ଭକ୍ତ । ଗତକାଲି ସୁନବେଶ ସରିବା ପରେ ଆଜି ପ୍ରଭୁଙ୍କର ହେବ ଅଧରପଣା ନୀତି। ସୂଚନା ଅନୁଯାୟୀ,
Read More...

ଉମରକୋଟ ଆଶ୍ରମ ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ ଦାବି କଲେ ପରିବାର

ଉମରକୋଟ, (କେପିଏନ୍‌ଏସ୍‌) : ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ଭାମିନୀ ଗ୍ରାମ ପଞ୍ଚାୟତର ବାଟିବେଡ଼ା ଆଶ୍ରମ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ଛାତ୍ରୀଙ୍କ ନାମ ଜବା ଶାନ୍ତ (୧୪) । ସେ ହଷ୍ଟେଲରେ ରହି
Read More...

ଜନ୍ତରମନ୍ତର ଛାତ୍ର ଆନ୍ଦୋଳନକୁ ସିଭିଲ ରାଇଟ୍ସ ପ୍ରଟେକ୍ସନ ଫୋରମର ସମର୍ଥନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସିଭିଲ ରାଇଟ୍ସ ପ୍ରଟେକ୍ସନ ଫୋରମ ବଲାଙ୍ଗିରର ଆବାହକ ଆଇନଜୀବୀ ଦିନେଶ ନାଗଙ୍କ ନେତୃତ୍ୱରେ ଏକଦିବସୀୟ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ଗଣଧାରଣାର ମୁଖ୍ୟ ଦାବି ଗୁଡିକ ହେଲା ୨୦୨୬ ନିଟ୍‌ ପରୀକ୍ଷା ପ୍ରଶ୍ନପତ୍ର
Read More...

ସୁନା ବେଶରେ ଝଲସିଲେ ଶ୍ରୀଜୀଉ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରର ସିଂହଦ୍ଵାର ସମ୍ମୁଖରେ ରଥାରୁଢ଼ ହୋଇଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଅଗଣିତ ଭକ୍ତଜନ ଦେଖି ବିମୋହିତ ହୋଇଥିଲେ । ପ୍ରତିବର୍ଷ ଏହି ଚଳିତ ବର୍ଷ ମଧ୍ୟ ମହାପ୍ରଭୁ କାଳିଆ ସାଆନ୍ତ ଶ୍ରୀ
Read More...