କବିସୂର୍ଯ୍ୟନଗର ଘାଟପାଇକ ସାହିରେ ଜଣେ ବୃଦ୍ଧାଙ୍କ ସନ୍ଦେହ ଜନକ ମୃତ୍ୟୁ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହରର ଘାଟପାଇକ ସାହିରେ ଜଣେ ବୃଦ୍ଧାଙ୍କ ସନ୍ଦେହ ଜନକ ମୃତ ହୋଇଛି । ମୃତ ବୃଦ୍ଧା ଜଣକ ପ୍ରତିମା ଜେନା ବୋଲି ଜଣାପଡିଛି । ସେ ଗଲା ଅନେକ ବର୍ଷ ହେବ ନିଜ ଘରେ ଏକାକି ରହୁଥିବା ବେଳେ ବୁଧବାର ସକାଳେ ତାଙ୍କର!-->!-->!-->…
Read More...
Read More...