Daily Archives

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ ରବିବାର ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସଭାପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ସ୍ନାତ୍ତକୋତର ପରିଷଦର
Read More...

ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ୍ ବରଗଡ଼ର ସାଧାରଣ ପରିଷଦ ବୈଠକ

ବରଗଡ଼, (ନିରୋଜ କୁମାର ପାଣୀ) : ପ୍ରାଇସ୍‌, ପ୍ରୋଟେକସନ୍ ଓ ପେନ୍‌ସନ୍‌ ଦାବୀକୁ ପୁଣି ଦୋହରାଇଲା ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ୍ ବରଗଡ଼ (ଜାବ) । ବରଗଡ଼ ସହର ସନ୍ନିକଟ ପଣ୍ଡରୀପଥର ଠାରେ ଅବସ୍ଥିତ ପ୍ରକୃତି ପ୍ରେମ କାର୍ଯ୍ୟାଳୟ ପରିସରରେ ଅବସ୍ଥିତ ସମ୍ମିଳନୀ କକ୍ଷରେ ଜାବ୍‌ର ସଭାପତି ରବି
Read More...

ଗଣବୃକ୍ଷରୋପଣ ଅଭିଯାନ ସହ ଗାନ୍ଧୀନଗରରେ ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ଗୃହମନ୍ତ୍ରୀ

‘ଏକ ପେଡ଼ ମା କେ ନାମ’ ଅଭିଯାନ ଜନ ଆନ୍ଦୋଳନର ରୂପ ନେଇଛି; ପରିବେଶ ସୁରକ୍ଷା ପ୍ରତି ବଢ଼ୁଛି ଜନସହଭାଗିତାଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣସାନନ୍ଦ, ଗାନ୍ଧୀନଗର, କାଲୋଲ ଓ ଅହମଦାବାଦରେ ସବୁଜ ଆବରଣ ୧୧.୨୩% ବୃଦ୍ଧି; ୨୦୨୯ ସୁଦ୍ଧା ୨୦% ଲକ୍ଷ୍ୟ
Read More...

ମୁରିବାହାଲ ବ୍ଲକର ୨୩ଟି ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ପୂର୍ବ ବିଧାୟକଙ୍କ ପାଟବସ୍ତ୍ର ପ୍ରଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ତଥା ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ସନ୍ତୋଷ ସିଂ ସାଲୁଜା (କୁକୁସିଂ) ରବିବାର ମୁରିବାହାଲ ବ୍ଲକର ୨୩ଟି ଜଗନ୍ନାଥ ମନ୍ଦିରକୁ ଯାଇ ରଥଯାତ୍ରା ପାଇଁ ମହାପ୍ରଭୁଙ୍କ ନିମନ୍ତେ ପାଟବସ୍ତ୍ର
Read More...

ମୁରିବାହାଲ ବ୍ଲକସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ରବିବାର ଦିନ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକସ୍ତରୀୟ ବିଜେଡି ବରିଷ୍ଠ କର୍ମୀ ଓ ବିଏଲ୍‌ଏ ସଂଯୋଜକମାନଙ୍କୁ ନେଇ ଗୁରୁଣ୍ଡା ଖେଳ ପଡିଆଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନଙ୍କ ଆବାହନରେ ଓ
Read More...

ସର୍ବକ୍ଷମା ଯୋଜନା ପାଇଁ ଆବେଦନ ଆହ୍ୱାନ କଲା ଇପିଏଫଓ

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବକ୍ଷମା ଯୋଜନା ୨୦୨୬ ଆରମ୍ଭ କରାଯାଇଥିବା କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ସୂଚନା ଦେଇଛି । ଆୟକର ଆଇନ ୧୯୬୧ ଅଧୀନରେ ମାନ୍ୟତାପ୍ରାପ୍ତ ପ୍ରୋଭିଡେଣ୍ଟ ଫଣ୍ଡ ଟ୍ରଷ୍ଟ ଚଳାଉଥିବା ସଂସ୍ଥାଗୁଡ଼ିକୁ ନିଜର ସ୍ଥିତି ନିୟମିତ କରିବା
Read More...

ପୁଲିସକୁ ଦେଖି ଗଞ୍ଜେଇ ଗାଡ଼ି ଛାଡ଼ି ମାଫିଆ ଫେରାର

ଗାଡ଼ି ସହ ୧୪କେଜି ଗଞ୍ଜେଇ ଜବତ ଦେଓଗାଁ, (ମନୀଷ କୁମାର ସାହୁ) : ରାଜ୍ୟ ବାହାର ନମ୍ବର ଥିବା ଏକ ଗାଡ଼ିରେ ଗଞ୍ଜେଇ ଭର୍ତ୍ତି କରି ଆଣିଥିବା ବେଳେ ବାଟରେ ପୁଲିସ ଗାଡ଼ିକୁ ଦେଖି ଗଞ୍ଜେଇ ଗାଡି ଛାଡି ମାଫିଆ ଫେରାର ହୋଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ
Read More...