Daily Archives

ସମବାୟ କ୍ଷେତ୍ରକୁ ମିଳିବ ନୂଆ ଗତି; ୫ମ ପ୍ରତିଷ୍ଠା ଦିବସରେ ଅମିତ ଶାହ କରିବେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ

ବିଶ୍ୱର ସର୍ବବୃହତ୍ ଶସ୍ୟ ସଂରକ୍ଷଣ ଯୋଜନାରେ ବଡ଼ ପଦକ୍ଷେପ; ୨୩୨ଟି ଶସ୍ୟ ଗୋଦାମର ଶୁଭାରମ୍ଭ୬୪ ଏକରର ‘ସହକାର ବନ’ ପ୍ରକଳ୍ପର ଶୁଭାରମ୍ଭ; ଅମୁଲ ଓ ଏନସିସିଏଫ୍ର ମିଳିତ ପଦକ୍ଷେପବିବିଏସଏସଏଲ୍ର ଟିସ୍ୟୁ କଲଚର ସୁବିଧା ପାଇଁ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରରେ ଶିଳାନ୍ୟାସ ନୂଆଦିଲ୍ଲୀ,
Read More...

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ତିନିଦିନିଆ ଇଣ୍ଡୋନେସିଆ ଗସ୍ତ: ଭାରତର ବିକାଶ ମୂଳକ ସମାଧାନକୁ ନେଇ ଆଶାବାଦୀ…

ନୂଆଦିଲ୍ଲୀ, (ପିଆଇବି) : ଆସନ୍ତାକାଲିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତିନି ଦିନିଆ ଇଣ୍ଡୋନେସିଆ ଗସ୍ତ ଆରମ୍ଭ ହେବାକୁ ଯାଉଛି। ଦୁଇ ଦେଶ ମଧ୍ୟରେ ସହଭାଗୀତାକୁ ଅଧିକ ମଜଭୁତ କରିବା ଏହି ଗସ୍ତର ମୂଳ ଉଦ୍ଦେଶ୍ୟ ରହିଛି। ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତକୁ ନେଇ
Read More...