ଭୂମିହୀନଙ୍କୁ ଜମି ପ୍ରଦାନ ଦାବିରେ ଗନ୍ଧର୍ଲା ରାଜସ୍ୱ ନିରୀକ୍ଷକଙ୍କୁ ଦାବିପତ୍ର ପ୍ରଦାନ
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲ ଗନ୍ଧର୍ଲା ରାଜସ୍ୱ ନିରୀକ୍ଷକଙ୍କୁ ଓଡିଶା ଜନତା କଂଗ୍ରେସ ପକ୍ଷରୁ ଦାବିପତ୍ର ଦିଆଯାଇଛି । ଗ୍ରାମ ପରିକ୍ରମା କରିବା ସହ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଓଡିଶା ଜନତା!-->…
Read More...
Read More...