Monthly Archives

June 2026

ବିଶୁଦ୍ଧ ପାନୀୟ ଜଳ ସଙ୍କଟ : ନୂତନ ନଳକୂପ ଖନନ ପାଇଁ ଦାବୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ଗୁଟିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ଜାଲାଙ୍ଗିଆ ଉପର ସାହିରେ ଦେଖିବାକୁ ମିଳିଛି ପାନୀୟ ଜଳର ଉତ୍କଟ ସମସ୍ୟା । ଉପର ସାହିରେ ଦୀର୍ଘ ବର୍ଷ ଧରି ଚାରି ପରିବାର ବସବାସ କରନ୍ତି । କିନ୍ତୁ
Read More...

ସ୍ୱତନ୍ତ୍ର ସଂଘନ ସଂଶୋଧନ ନିମନ୍ତେ ମଦନପୁରରେ ସଚେତନତା ପଦଯାତ୍ରା

ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ପଞ୍ଚାୟତ ସମିତି ତରଫରୁ ବୁଧବାର ଦିନ ମଦନପୁରରେ ସ୍ୱତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାଟିକୁ ସ୍କୁଲ ଛକରୁ ସ୍ୱାଗତ କରାଯାଇ ଡାକବାଜି ଯନ୍ତ୍ର ଏବଂ ଲିଫକେଟ
Read More...

ଛତ୍ରପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତକାଲି ସନ୍ଧ୍ୟାରେ ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି । ସେ ଗତ ଏକ ମାସରୁ ଉର୍ଦ୍ଧ୍ୱ ଦିନ ଧରି ଶାରୀରିକ ଅସୁସ୍ଥତାରେ ପୀଡ଼ିତ ଥିଲେ । ଗତକାଲି ବିଳମ୍ବିତ
Read More...

ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ ସଘନ ସଂଶୋଧନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୋଟର ତାଲିକାକୁ ଅଧିକ ସୁଦୃଢ଼, ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ଉଦ୍ଦେଶ୍ୟରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଚାଲିଥିବା ସଘନ ସଂଶୋଧନ କାର୍ଯ୍ୟକ୍ରମ ଅଧୀନରେ ବଲାଙ୍ଗିର ଜିଲ୍ଲାରେ ତଥ୍ୟ ସଂଗ୍ରହ ପ୍ରକ୍ରିୟା ସୁଚାରୁ ଭାବେ ଆଗେଇ ଚାଲିଛି ।
Read More...

ଦୁବାଇରେ ସ୍ତ୍ରୀକୁ ବନ୍ଧା କଲା ସ୍ୱାମୀ ଘଟଣା :୧୦ ବର୍ଷ ପରେ ନିଜ ଗାଁକୁ ଫେରିବେ ମହିଳା ହସ୍ତା

ଟିଟିଲାଗଡ, (କେପିଏନ୍‌ଏସ୍‌) : ୧୦ ବର୍ଷ ପରେ ଗାଁକୁ ଫେରିବେ ଦୁବାଇରେ ବନ୍ଧା ମହିଳା । ସୂଚନା ମୁତାବକ ଟିଟିଲାଗଡ ଥାନା ଜଗୁଆ ଗାଁର ହସ୍ତା ମହାନନ୍ଦ ବୁରାବନ୍ଦ ଗାଁର ପ୍ରେମା ମହାନନ୍ଦକୁ ପ୍ରେମ ବିବାହ କରିଥିଲେ । ଘରୁ ପଳାଇ ମୁମ୍ବାଇରେ ରହି ସେଠାରେ ଦୁହେଁ ଶ୍ରମିକ ଭାବେ କାମ କରୁଥିଲେ ।
Read More...

କୁରୁଲ ସମଲେଶ୍ଵରୀ ଶିଶୁ ମନ୍ଦିରର ତିନିଦିନିଆ ଶୈକ୍ଷିକ ତାଲିମ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୮, ୯ ଓ ୧୦ ତାରିଖ ତିନିଦିନ ବ୍ୟାପି କୁରୁଲ ସମଲେଶ୍ୱରୀ ଶିଶୁ ମନ୍ଦିରର ୧୪ ଜଣ ଗୁରୁଜୀ ଗୁରୁମାଙ୍କ ସରକାରଙ୍କ ନୂତନ ଶିକ୍ଷାନୀତି ଆଧାରରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ଦିବସରେ ବିଦ୍ୟାଳୟର ସଭାପତି ଦିଗାମ୍ବର ନାଏକ,
Read More...

ପ୍ରଧାନମନ୍ତ୍ରୀଙ୍କ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ସର୍ବାଧିକ ଅବଧି ପର୍ଯ୍ୟନ୍ତ ଦେଶ ସେବା କରିବାର ଐତିହାସିକ ଅବସର

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ଗଣତନ୍ତ୍ରର ଯାତ୍ରାରେ ଏକ ଐତିହାସିକ ଏବଂ ପ୍ରେରଣାଦାୟକ ମାଇଲଖୁଣ୍ଟ । ନରେନ୍ଦ୍ର ମୋଦୀ ଜଣେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ସର୍ବାଧିକ ଅବଧି ପର୍ଯ୍ୟନ୍ତ ନିରନ୍ତର କାର୍ଯ୍ୟକାଳ ପାଇଁ ଦେଶ ସେବା କରିଥିବା ପ୍ରଧାନମନ୍ତ୍ରୀ ହୋଇଛନ୍ତି । ସେ ଜଣେ
Read More...

ପିପୁଲ୍ସ ଫୋରମ ତରଫରୁ ମାନସିକ ଚିକିତ୍ସା କର୍ମଶାଳା ଆୟୋଜନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ତଥା ଜିଲ୍ଲା ପ୍ରଶାସନର ସହଯୋଗରେ ପିପୁଲ୍ସ ଫୋରମ ଭୁବନେଶ୍ୱରର ଏକ ସାମାଜିକ ସଂଗଠନ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ସମାଜର ବିଭିନ୍ନ ବର୍ଗ ମୁଖ୍ୟତଃ ବରିଷ୍ଠ ନାଗରିକଙ୍କ ପାଇଁ ଏକ ମାନସିକ ଚିକିତ୍ସା କର୍ମଶାଳା
Read More...

ଦୁର୍ଘଟଣାରେ ମା’ ଝିଅ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରଙ୍କୁ ଭେଟିଲେ ନରସିଂହ

ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ସାହାଯ୍ୟ ପାଇଁ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ କଲେ ଅନୁରୋଧ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀନଗରପଡା ମୁଖ୍ୟ ରାସ୍ତାରେ ଘଟିଯାଇଥିବା ହୃଦୟ ବିଦାରକ ଦୁର୍ଘଟଣାରେ ମା' ଝିଅ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଖବର ମୁତାବକ ପୌର ପରିଷଦ
Read More...

ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ନାଗରିକ କମିଟି ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ମାଲପଡାର କେତେକ ବରିଷ୍ଠ ଲୋକ ଇହଧାମ ତ୍ୟାଗ କରିଥିବାରୁ ତାଙ୍କ ଆତ୍ମା ସଦ୍‌ଗତି ପାଇଁ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା
Read More...