ଜୟପାଟଣା ବ୍ଲକରେ କାର୍ଯ୍ୟରତ ବିପିସିଙ୍କ ଅଂଶୁଘାତରେ ମୃତ୍ୟୁ ଅଭିଯୋଗ
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଗ୍ରାମୀଣ ଗୃହ ଯୋଜନାରେ କାର୍ଯ୍ୟରତ ବିପିସି ଚନ୍ଦନ ସାହୁ (୪୦)ଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭଯୋଗ ହେଉଛି । ସେ ଗତ ଗୁରୁବାର ଦିନ ବ୍ଲକ କାର୍ଯ୍ୟାଳୟକୁ ଡିଉଟି ଯାଇ ପ୍ରାୟ ସାଢେ ଗୋଟାଏ ପରେ ନିଜ ଗାଁ କୋକସରା ବ୍ଲକ ଚିକିଲିକୁ ଫେରିଥିଲେ!-->…
Read More...
Read More...