Monthly Archives

May 2026

୧ ଜୁନ୍ ରୁ ୩୦ ଜୁନ୍ ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିବ “ଖେତ ବଚାଓ ଅଭିଯାନ”

ପ୍ରତ୍ୟେକ ଗାଁ ଓ ପଞ୍ଚାୟତରେ ପହଞ୍ଚିବ ‘ଖେତ ବଚାଓ ଅଭିଯାନ’; ସମନ୍ୱିତ ପ୍ରୟାସ ଉପରେ ଜୋର‘ସ୍ୱଳ୍ପ ସାର, ଉପଯୁକ୍ତ ସାର, ଉଚିତ ପରାମର୍ଶ’ ମାଧ୍ୟମରେ କୃଷିଜମି ସୁରକ୍ଷା ଉପରେ ଜୋରକୃଷକଙ୍କ ପାଇଁ ପାଣିପାଗ, ମୃତ୍ତିକା ଓ ବଜାର ଆଧାରିତ ପରାମର୍ଶ; ‘ଖେତ ବଚାଓ ଅଭିଯାନ’ ହେବ ସହାୟକ: ଶିବରାଜ
Read More...

କାଳ ବୈଶାଖୀ ତାଣ୍ଡବ : ୪୮ ଘଣ୍ଟା ପରେ ମଧ୍ୟ ସ୍ଥିତି ସ୍ଵାଭାବିକ ହୋଇନାହିଁ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗୁରୁବାର ସନ୍ଧ୍ୟା ପ୍ରାୟ ୮ଟା । ସୋନପୁର ସହରକୁ ଗ୍ରାସ କଲା କାଳ ବୈଶାଖୀ । ଚାହୁଁ ଚାହୁଁ କିଛି ସମୟ ଭିତରେ ସବୁ ହୋଇଗଲା ଓଲଟ ପାଲଟ । ଭାଙ୍ଗିଲା ଶହ ଶହ ଗଛ, ଉଡ଼ିଲା ବାଇକ୍, ଟିଣ ଛାତ, ଭାଙ୍ଗିଗଲା ଶହ ଶହ ଲାଇଟ୍ ପୋଲ । କାଳ ବୈଶାଖୀ ହେବାର ଦୁଇ
Read More...

ସିପିଆଇଏମ୍‌ର ଆଇନ୍ ଅମାନ୍ୟ ଆନ୍ଦୋଳନ ଓ ବିଶାଳ ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ମୋଦି ସରକାରଙ୍କ ନିର୍ଦ୍ଦେଶରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଆଇଏମ୍ ପଲିଟବ୍ୟୁରୋ ସଦସ୍ୟ କମ୍ରେଡ୍ ପିନାରାୟୀ ବିଜୟନ ବାସଭବନ ଉପରେ ଇଡି ଲଗାଇ ରେଡ୍ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି
Read More...

ଓଏଏସ୍‌ କୃତକାର୍ଯ୍ୟ ଶୀତଲ କୁଶଳଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡିଶାରେ ୧୩୪ ନମ୍ବର ରେଙ୍କରେ କୃତକାର୍ଯ୍ୟ ହୋଇଥିବା ତଥା ବିନା କୋଚିଂରେ ସଫଳତା ପାଇଥିବା ସୋନପୁର ସହରର ସୁଶ୍ରୀ ଶୀତଲ କୁଶଳଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ହୋଟେଲ ମୁନ କନଫରେନ୍ସ ହଲ୍ ଠାରେ
Read More...

ଟିଟିଲାଗଡ଼ରେ ବଡ଼ଭାଇ ନେଲା ସାନଭାଇର ଜୀବନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମଦ ପିଇ ମାତାଲ ହୋଇ ଝଗଡ଼ା ହେବା ପରେ ବଡଭାଇ ନେଲା ସାନ ଭାଇର ଜୀବନ । ଏହି ଘଟଣା ଟିଟିଲାଗଡ ନେହେରୁ ନଗର ସ୍ଥିତ ୱାର୍ଡ ନମ୍ବର ପାଞ୍ଚର ହୋଇଥିବା ବେଳେ ଏହି ଘଟଣାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ହେଉଛି । ଟିଟିଲାଗଡ ନେହେରୁ ନଗର ସ୍ଥିତ ୱାର୍ଡ ନମ୍ବର
Read More...

ମୁନୁଙ୍ଗା ହଂସଙ୍କ ପରଲୋକ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ନିବାସୀ ତଥା ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସମ୍ପାଦକ ହୁଲେଶ୍ୱର ହଂସଙ୍କ ଜେଜେମାଆ ମୁନୁଙ୍ଗା ହଂସ (୭୬)ଙ୍କ ଆଜି ଅପରାହ୍ନ ପ୍ରାୟ ୨.୨୦ ମିନିଟରେ
Read More...

ରାଉରକେଲା ବିଜୁ ମହିଳା ଜନତା ଦଳ ତରଫରୁ ନାରୀ ଅଧିକାର ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ବିଜେଡ଼ି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ନେତୃତ୍ୱରେ ରାଉରକେଲା ବିଜୁ ମହିଳା ଜନତା ଦଳ ତରଫରୁ, କେନ୍ଦ୍ର ଓ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ସମୟରେ
Read More...

ଗ୍ରାମୀଣ କଳା ଓ ସଂସ୍କୃତି ମହୋତ୍ସବ–୨୦୨୬ : ଗ୍ରାମୀଣ ଐତିହ୍ୟ ସୁରକ୍ଷା ଉପରେ ଗୁରୁତ୍ୱ

ବାଲେଶ୍ୱର, (କେପିଏନ୍‌ଏସ୍‌ ): ବାଲେଶ୍ୱର ଜିଲ୍ଲାରେ ଅନୁଷ୍ଠିତ ବ୍ରହ୍ମା କନ୍ୟା ଫାଉଣ୍ଡେସନ୍‌ ପକ୍ଷରୁ ଗ୍ରାମୀଣ କଳା ଓ ସଂସ୍କୃତି ମହୋତ୍ସବ–୨୦୨୬ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଗ୍ରାମୀଣ କଳା, ଲୋକସଂସ୍କୃତି ଓ
Read More...

ଛତୁଆ ପ୍ୟାକେଟ୍‌ରେ ପୋକ ସାଲୁବାଲୁ

ବରଗଡ, (ମୁନ୍ନା ସାହୁ) : ସରକାରଙ୍କ ପୋଷଣ ଯୋଜନାରେ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଦିଆଯାଉଥିବା ଛତୁଆରେ ମିଶୁଛି ବାଲି ଓ ଗୋଡି । ନିମ୍ନମାନର ଛତୁଆ ପ୍ରସ୍ତୁତ କରି ବଣ୍ଟନ କରାଯାଉଥିବା ଭଳି ସଂଗୀନ ଅଭିଯୋଗ ବରଗଡ଼ ସହରରୁ ଆସିଛି । ହାତରେ ନିମ୍ନମାନର ଛତୁଆ ଧରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
Read More...

ବହୁଦିନର ଆଶା ହେଲା ପୂରଣ

ରତାଖଣ୍ଡି-ଆଟଗାଁ ରାସ୍ତାର ତେଲନଦୀରେ ନିର୍ମାଣହେବ ଉଚ୍ଚ କ୍ଷମତା ସମ୍ପନ୍ନ ପୋଲ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଓ ଗୁଡଭେଲା ବ୍ଲକର ଲୋକଙ୍କ ବହୁଦିନର ଦାବି ପୂରଣ ହେବାକୁ ଯାଉଛି । ଦେଓଗାଁ ବ୍ଲକର ଗୌରଗୋଠ ଗ୍ରାମପଞ୍ଚାୟତ ଅନ୍ତର୍ଗତ ରତାଖଣ୍ଡିଠାରୁ ଗୁଡଭେଲା
Read More...