ମାର୍ଲାଡ ବ୍ରିଜ ନିକଟରେ ବାଇକ୍ ଓ ପିକ୍ଅପ ଗାଡ଼ି ମୁହାଁମୁହିଁ ଧକ୍କା : ଓଲଟିଲା ପିକ୍ଅପ ଗାଡ଼ି
ଘଟଣା ସ୍ଥଳରେ ଜଣେ ଓ ଟିଟିଲାଗଡ ଡାକ୍ତରଖାନାରେ ଆଉ ଦୁଇ ଶିଶୁ ମୃତ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିକଟସ୍ଥ ଲେଶୁନବାହାଲି ଗ୍ରାମର ଛଅଜଣ ୧୨ ରୁ ୧୫,ବର୍ଷୀୟା ଶିଶୁମାନେ ଗାଁରେ ହେଉଥିବା ଭୋଜି ଖାଇବା ପରେ ସେହି ଗ୍ରାମର ପିକଅପ୍ ଗାଡ଼ି ନମ୍ବର ଓଡି୦୩କ୍ୟୁ୪୨୮୪ରେ ଘର!-->!-->!-->…
Read More...
Read More...