Daily Archives

ବାଞ୍ଜିବାହାଲ ଗ୍ରାମର ତିଳୋତ୍ତମା ଦେବୀଙ୍କ ପରଲୋକ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ବାଞ୍ଜିବାହାଲ୍ ଗ୍ରାମର ସ୍ୱର୍ଗତ ମାଧବ ଚନ୍ଦ୍ର ମୁଣ୍ଡଙ୍କ ଧର୍ମପତ୍ନୀ ତିଳୋତ୍ତମା ଦେବୀଙ୍କ ୮୫ ବର୍ଷ ବୟସରେ ନିଜସ୍ଵ ବାସଭବନରେ ଶନିବାର ଭୋର୍‌ରୁ ପରାଲୋକ ହୋଇଯାଇଛି । ଏକ ଗ୍ରାମ୍ୟ ଜୀବନରୁ ଜୀବନଚର୍ଯ୍ୟା ଆରମ୍ଭ କରିଥିବା…
Read More...

ପାଇକମାଲ ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପାଇକମାଲ ବ୍ଲକ ଚେୟାରମେନ ଭାବନା ସିଂ ଏବଂ ଟାଇଲ ଚନ୍ଦ୍ର ଭୋଇ…
Read More...

ସୁରତରଙ୍ଗର “ଅକ୍ଷୟ—ଏକ ଅମ୍ଳାନ ସ୍ମୃତି” ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଶେୟାର ଶାଖା ସଂସ୍ଥାର ‘ସୁର ତରଙ୍ଗ’ ତରଫରୁ ସ୍ଥାନୀୟ ସିଭିକ ସେଣ୍ଟର ଠାରେ “ଅକ୍ଷୟ—ଏକ ଅମ୍ଳାନ ସ୍ମୃତି” ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଓଡ଼ିଆ ସଙ୍ଗୀତର ମହାନ ଶିଳ୍ପୀ…
Read More...

ବିବେକାନନ୍ଦ ଲୋକ ସଂସଦର ଉଦ୍‌ବୋଧନୀ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ସୁନ୍ଦରଗଡ଼ ଜିଲ୍ଲା ଶାଖା ଆନୁକୂଲ୍ୟରେ ସରସ୍ୱତୀ ବିଦ୍ୟା ମନ୍ଦିରରେ ଉଦ୍‌ବୋଧନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଶିଶିର ପାଣି ସଭାପତିତ୍ୱ ଆସନ ଗ୍ରହଣ କରିଥିବାବେଳେ ଉଦବୋଧନୀର…
Read More...

ଦୁର୍ଗା ମାଧବ ସରକାରୀ ଉଚ୍ଚ ଵିଦ୍ୟାଳୟର ୫୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ଦୁର୍ଗାମାଧବ ସରକାରୀ ଉଚ୍ଚ ଵିଦ୍ୟାଳୟର ୫୯ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ଵିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ପ୍ରତାପ କିଶୋର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବର ଉଦଘାଟନୀ…
Read More...

ବଲାଙ୍ଗିରରେ ଗଞ୍ଜେଇ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ପୋଲିସ ହାତରେ ଗଞ୍ଜେଇ ଭର୍ତ୍ତି କାର୍‌ ଜବତ । କାର୍‌ ଭିତରେ ସିକ୍ରେଟ୍‌ ଚେମ୍ବର । ଆଉ ସିକ୍ରେଟ୍‌ ଚେମ୍ବର ଭିତରେ ଗଦା ଗଦା ଗଞ୍ଜେଇ । ଏମିତି କିଛି ଦେଖିବାକୁ ମିଳିଛି ବଲାଙ୍ଗିର ସହର ଭିତରେ । ବଲାଙ୍ଗିର ଟାଉନ ପୋଲିସ ସହରର ଟିଟିଲାଗଡ଼…
Read More...

ଧାନକିଣା ଅବ୍ୟବସ୍ଥାକୁ ନେଇ ଗର୍ଜିଲା ବଲାଙ୍ଗିର ଜିଲ୍ଲା କୃଷକ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଧାନକିଣା ଅବ୍ୟବସ୍ଥାକୁ ନେଇ ଆଜି ଜୋର୍‌ସୋର୍‌ ସ୍ୱର ଉତ୍ତୋଳନ କରିଛି ବଲାଙ୍ଗିର ଜିଲ୍ଲା କୃଷକ ସଂଘ । ଆଜି ପୂର୍ବାହ୍ନରୁ ସଂଘର ଶତାଧିକ ସଦସ୍ୟ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୭ ଦଫା…
Read More...

ଅନୁସୂଚୀତ ଜାତି ଓ ଜନଜାତି ହଷ୍ଟେଲକୁ ଅଚାନକ ପରିଦର୍ଶନ କଲେ ପ୍ରତିନିଧି ଦଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଜିଲ୍ଲା ତରଭା ବ୍ଲକ ଚାରଭଟା ସ୍ଥିତ ଆଦିବାସୀ ହଷ୍ଟେଲରେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ଦୁର୍ଭାଗ୍ୟ ଜନକ ମୃତ୍ୟୁ ଘଟଣା ପରେ ଗତକାଲି ଅପରାହ୍ନରେ ସୋନପୁର ବ୍ଲକ ଅନ୍ତର୍ଗତ ଅସୁରମୁଣ୍ଡା ଠାରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଅନୁସୂଚୀତ ଜାତି ଓ…
Read More...

ଜିଲ୍ଲା ଶିଶୁ ସୁରକ୍ଷା ବିଶେଷଜ୍ଞ କମିଟିର ଉପକାରାଗାର ପରିଦର୍ଶନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗୃହ ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ମନୋନୀତ ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଶେଷଜ୍ଞ କମିଟି ଗତକାଲି ସୋନପୁର ଉପକାରାଗାର ପରିଦର୍ଶନ କରିଛନ୍ତି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଦେବାଶିଷ ଦାସଙ୍କ ତତ୍ୱାବଧାନରେ କମିଟିର ସଦସ୍ୟ…
Read More...

ସ୍ପୋର୍ଟସ ହଷ୍ଟେଲ ଚୟନ ଶିବିର ପାଇଁ ଜିଲ୍ଲାର ୧୨ ଜଣ ଫୁଟବଲ ଖେଳାଳୀଙ୍କ ଯାତ୍ରା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଗାନ୍ଧୀ ଷ୍ଟାଡିୟମରେ ହୋଇଥିବା ୟୁ -୧୫ ସିଏମ ଟ୍ରଫିରେ ସୁବର୍ଣ୍ଣପୁର ଫୁଟବଲ ଦଳର ୧୨ ଜଣ ଫୁଟବଲ ଖେଳାଳୀ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଥିବାରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ହେବାକୁ ଥିବା ଫୁଟବଲ ସ୍ପୋର୍ଟ୍ସ ହଷ୍ଟେଲ ଚୟନ…
Read More...