Daily Archives

ଏଫ୍‌ସିଆଇ ଅଫିସର ଓ ମିଲ୍‌ ମାଲିକ ବିବାଦରେ ପେଷି ହେଉଛନ୍ତି ଚାଷୀ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାରେ ପ୍ରତ୍ୟେକ ସମୟରେ ଧାନର ଅଭାବ ବିକ୍ରୀକୁ ନେଇ ଚାଷୀ ଅସୁବିଧା ଭୋଗୁଥିବା ବେଳେ ଏବେ ମିଲର୍‌ସ୍‌ ଓ ଏଫସିଆଇ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଓଭର୍‌ ଲୋଡିଙ୍ଗକୁ ନେଇ ବିବାଦ ଉପୁଜିବାରୁ ଚାଉଳ ସଂଗ୍ରହ ହୋଇପାରୁ ନାହିଁ, ଯାହାର ସିଧା ସଳଖ…
Read More...

ଲୋଇସିଂହା ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ସ୍ତରୀୟ ଵିଜ୍ଞାନ ସେମିନାର ଆଦିବାସୀ ହରିଜନ ଉଚ୍ଚବିଦ୍ୟାଳୟ କେଉଁଟିପାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ ପାଣି ଉଡୁ, ସମ୍ମାନିତ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷା…
Read More...

ତିତିକ୍ଷା ୱେଲଫେଆର ଫାଉଣ୍ଡେସନ ପକ୍ଷରୁ ସହାୟତା ପ୍ରଦାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବାଦିମୁଣ୍ଡା ପଂଚାୟତ ମାହାରପାଲି ଗ୍ରାମର ସନ୍ୟାସୀ ବାରିକଙ୍କୁ ତିତିକ୍ଷା ୱେଲଫେଆର ଫାଉଣ୍ଡେସନ ପକ୍ଷରୁ ପାଞ୍ଚ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ତିତିକ୍ଷା ୱେଲଫେଆର ଫାଉଣ୍ଡେସନ ଏକ ଜନହିତାଧିକାରୀ ସଂଗଠନ ଭାବେ କାର୍ଯ୍ୟ…
Read More...

ଶିଶୁ ବିକାଶ କେନ୍ଦ୍ରର ମାଣିକ୍ୟ ଜୟନ୍ତୀ ଉଦ୍‌ଯାପନୀ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶିଶୁ ଭିତରେ ଅନେକ ମହନୀୟ ଗୁଣ ଭରି ରହିଛି, ଶିଶୁର ସେହି ଅର୍ନ୍ତନିହିତ ଗୁଣ ଗୁଡିକୁ ବାହାର କରିବା ଓ ରାଷ୍ଟ୍ରର ବିକାଶରେ ତାଙ୍କର ଯୋଗଦାନ ପାଇଁ ସୁଯୋଗ ସୃଷ୍ଟି କରିବା, ତାଙ୍କ ଭିତରେ ମାନବୀୟ ମୁଲ୍ୟବୋଧ ଭରିଦେବା ସ୍ୱେଚ୍ଛାସେବୀ ସଂଗଠନମାନଙ୍କର ତଥା…
Read More...

ମାନିବାକୁ ପଡ଼ିବ, ଗଂଜେଇ ଚାଲାଣର ନୂଆ ଟ୍ରିକ୍‌ : ୬ ଜଣ ଯୁବକଙ୍କୁ କାବୁ କଲା ପୋଲିସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମାନିବାକୁ ପଡ଼ିବ, ଗଂଜେଇ ଚାଲାଣର ନୂଆ ଟ୍ରିକ୍‌ । ଖୁବ୍‌ ହୁସିଆର୍‌ରେ ନିଜ ଦେହରେ ଗଂଜେଇ ବାନ୍ଧି ଚାଲାଣ କରୁଥିଲେ ଗଂଜେଇ । ମାଡ଼ି ବସିଲା ରେଳବାଇ ପୋଲିସ । ଟିଟିଲାଗଡ଼ ରେଳ ଷ୍ଟେସନ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଜିଆର୍‌ପି ପୋଲିସ…
Read More...

ପାଟଣାଗଡ ଝାରବନ୍ଦ ଗାଁରେ ଜାତିଆଣ ଆକ୍ଷେପକୁ ନେଇ ଗୋଷ୍ଠୀ ସଂଘର୍ଷ : ୪ ଆହତ, ଥାନାରେ ଅଭିଯୋଗ

ପାଟଣାଗଡ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଅଞ୍ଚଳର ଝାରବନ୍ଦ ଗାଁରେ ଜାତିଆଣ ଆକ୍ଷେପ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଛି ଘମାଘୋଟ ସଂଘର୍ଷ । ସାମାନ୍ୟ କଥାକୁ ନେଇ ସବର୍ଣ୍ଣ ଓ ଅସବର୍ଣ୍ଣ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌ ହୋଇ ୪ ଜଣ ଅସବର୍ଣ୍ଣ ଗୋଷ୍ଠୀ ଲୋକ ଆହତ ହୋଇଛନ୍ତି ।…
Read More...

ଶ୍ରମିକ ଚାଲାଣ ଅଭିଯୋଗରେ ୨ ଗିରଫ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ୧୨ ଅକ୍ଟୋବର, ୨୦୨୫ ତାରିଖ ତୁରେକେଲା ପିଏସ୍ କେସ୍ ନମ୍ବର ୨୮୬ ସହିତ ଜଡିତ ଦୁଇ ଅଭିଯୁକ୍ତ, ଗଇନ୍ଦିମାଲ ଗ୍ରାମର ସତ୍ୟନାରାୟଣ ଚିରଗୁନ୍ (୪୦) ଏବଂ ଲାଠୋର ଥାନା ପିପଲବାହାଲ୍ ଗ୍ରାମର ଇନ୍ଦ୍ର ମେହେର (୩୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।…
Read More...

ତୁରେକେଲା ପୋଲିସ ସୀମା ଅନ୍ତର୍ଗତ ବଡବାଙ୍କି ଗ୍ରାମରେ ଦୁଇଟି ଦୋକାନରେ ଚୋରି

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ପୋଲିସ ଷ୍ଟେସନ ଅଧୀନସ୍ଥ ବଡବାଙ୍କି ଗ୍ରାମରେ ଦୁଇଟି ପୃଥକ ଚୋରି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ପୋଲିସ ସୂତ୍ର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଅଜ୍ଞାତ ଦୁର୍ବୃତ୍ତମାନେ ଦୁଇଟି ସ୍ଥାନୀୟ ଦୋକାନରେ ପଶି ମୋଟ ₹୩୭,୦୦୦ରୁ ଅଧିକ ମୂଲ୍ୟର ନଗଦ…
Read More...

ସ୍ୱସ୍ତି ସାହିତ୍ୟ ସଂସଦର ମାସିକ ସାରସ୍ଵତ ସମାବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ସାହିତ୍ୟ ସଂସଦର ମାସିକ ସାରସ୍ଵତ ସମାବେଶ ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଛେଣ୍ଡ ଗୋପବନ୍ଧୁ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ଗାଳ୍ପିକ କାଶୀନାଥ ନନ୍ଦୀଙ୍କ ସଂଯୋଜନାରେ ଆୟୋଜିତ ଏହି ସମାବେଶରେ ଗାଳ୍ପିକ ସଞ୍ଜୀବ ଭୋଇ…
Read More...

ମହର୍ଷି ବାଲ୍ମୀକି ଜୟନ୍ତୀ ସମାରୋହ

ଆଚରଣରୁ ଧର୍ମର ପ୍ରତିଷ୍ଠା ରାଉରକେଲା, (ସସ୍ମିତା ପ୍ରଧାନ) : ଚିନ୍ମୟ ଏକାଡେମୀ, ଫର୍ଟିଲାଇଜର ଏବଂ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସାରନଗରୀ ଶାଖାର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ସମାବେଶ ସହ ମହର୍ଷି ବାଲ୍ମୀକି ଜୟନ୍ତୀ ଓ ରାମକଥା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।…
Read More...