Daily Archives

ବଲାଙ୍ଗିର ଠାରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ତୁଶ୍ରୀତା ସିଂ ମାଝୀ ପ୍ରଥମ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଓଡ଼ିଶାରେ ୧୮ ତମ ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ତୁରେକେଲା ବ୍ଳକ ସ୍ତରୀୟ ପ୍ରତିଯୋଗିତାରେ ଜେଏମ୍‌ଜେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ କଣ୍ଟାବାଞ୍ଜିର ଅଷ୍ଟମ ଶ୍ରେଣୀର…
Read More...

ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିରର ବାର୍ଷିକ କ୍ରୀଡ଼ା ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିରର ବାର୍ଷିକ କ୍ରୀଡ଼ା ଆୟୋଜନ ହୋଇଯାଇଛି, ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ଘନଶ୍ୟାମ ବେହେରା ଏହି ଉତ୍ସବକୁ ଉଦ୍‌ଘାଟନ କରି କ୍ରୀଡ଼ା ଦ୍ଵାରା ଛାତ୍ରଛାତ୍ରୀମାନଙ୍କ ଶାରୀରିକ ଓ ମାନସିକ ଅଭିବୃଦ୍ଧି ଘଟିବା ସହ…
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ମନ୍ଥନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ ପକ୍ଷରୁ ଶୁକ୍ରବାର ଦିନ ଅତିରିକ୍ତ ଜିଲ୍ଲାପାଳ, ବଲାଙ୍ଗିର ଡାଃ. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ…
Read More...

ରାଜ୍ୟସ୍ତରୀୟ ବଡଟିକା କପ୍ ଫୁଟବଲ୍ : ପଞ୍ଚମ ଦିବସରେ ସମ୍ବଲପୁର ଏଫସି ସେମି ଫାଇନାଲକୁ ପ୍ରବେଶ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ବଡଟିକା କ୍ରୀଡାସଂଘ ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ରାଜ୍ୟସ୍ତରୀୟ ବଡଟିକା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିବସରେ ସମ୍ବଲପୁର ଏଫସି ଦଳ ଦୋସ୍ତି ବ୍ରଦର୍ସ ସୁନ୍ଦରଗଡକୁ ୨- ୦ ଗୋଲରେ ପରାସ୍ତ କରି ପୁଲ - ବିର ସେମି ଫାଇନାଲକୁ ଉନ୍ନୀତ…
Read More...

ଭଞ୍ଜନଗର ଠାରେ ଉପଖଣ୍ଡସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜନଗରଠାରେ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଭଞ୍ଜନଗର ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଉପ-ଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ…
Read More...

ଦିବ୍ୟଦୃଷ୍ଟି ଯୋଜନାରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ପ୍ରତିଷ୍ଠିତ ସରକାରୀ ଅନସ୍ଲୋ ହାଇସ୍କୁଲର ମେଇନ୍ ହଲ୍‌ରେ ବିଭିନ୍ନ ସରକାରୀ ସ୍କୁଲ୍ ତଥା ଶିକ୍ଷାନୁଷ୍ଠାନ ଗୁଡିକର ଛାତ୍ରଛାତ୍ରୀ ମାନଙ୍କର ଚକ୍ଷୁ ପରୀକ୍ଷା ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ।…
Read More...

କୁର୍ଲୁବାହାଲ ହାଇସ୍କୁଲ ସ୍କାଉଟ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କୁର୍ଲୁବାହାଲ ହାଇସ୍କୁଲଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ହାଇସ୍କୁଲ ଖେଳ ଶିକ୍ଷକ ତଥା ସ୍କାଉଟ ଶିକ୍ଷକ ବିନୋଦ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ମଧୁସୂଦନ ସ୍କାଉଟ ଟ୍ରୁପ, ସ୍କୁଲର ସମସ୍ତ…
Read More...

ପାଇକମାଲରେ ଦାଦନ ଶ୍ରମିକ ଶବ ରଖି ରାସ୍ତାରୋକ ଆନ୍ଦୋଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ମୁଖ୍ୟ ଛକରେ ଶୁକ୍ରବାର ରାସ୍ତାରୋକ ଆନ୍ଦୋଳନ ହୋଇଯାଇଛି । ଦାଦନ ଶ୍ରମିକର ଶବକୁ ରଖି ଆନ୍ଦୋଳନ କରିଥିଲେ ଲୋକେ । ମୃତକ ଜଣକ ହେଲେ ପାଇକମାଲ ବ୍ଲକ କାଂସଡା ପଂଚାୟତ ବରପାଲି ଗ୍ରାମର ଜୟସିଂ ବିଶ୍ୱାଳ (୨୫) ପ୍ରାପ୍ତ ବିବରଣୀରୁ…
Read More...

ପଦ୍ମାଳୟା ସାଂସ୍କୃତିକ ଅନୁଷ୍ଠାନର ପ୍ରଥମ ଅର୍ଘ୍ୟ କିଛି ସ୍ମୃତି କିଛି ସଂଗୀତ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସଂଗୀତ ଅନୁଷ୍ଠାନ ପଦ୍ମାଳୟା ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରଥମ ଅର୍ଘ୍ୟ କିଛି ସ୍ମୃତି କିଛି ସଂଗୀତ କାର୍ଯ୍ୟକ୍ରମ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ନିଶିପଦ୍ମା ନନ୍ଦଙ୍କ ଆବାହକତ୍ଵ ଓ ଉପଦେଷ୍ଟା ଜଗନ୍ନାଥ…
Read More...

ଅସହାୟଙ୍କ ଅକୁହା କଥା : ଜୀବନରେ ଘର ଖଣ୍ଡେ ପାଇବି ତ’ !

ତୁରେକେଲା, (ପିତାମ୍ବର ଦୀପ) : ମୋ' କପାଳରେ ସରକାରୀ ଆବାସ ଘର ଟିଏ ସପନ ହୋଇଛି । ମତେ ୭୮ବର୍ଷ ହେଲାଣି । ଆଉ କେତେ ଦିନ ବଞ୍ଚିବି ? ୨୦ବର୍ଷରୁ ଅଧିକ ହେବ ମୋ ସ୍ୱାମୀ ଆରପାରିକୁ ଚାଲିଗଲେଣି । ମତେ ଏକୁଟିଆ ବଞ୍ଚିବାକୁ ପଡୁଛି । ମୋର ନିଜର ବୋଲି କେହି ନାହିଁ । ଅଣ୍ଟା ମୋଡି ହୋଇ ବଙ୍କା…
Read More...