Yearly Archives

2025

ସ୍ପୋର୍ଟସ ହଷ୍ଟେଲ ଚୟନ ଶିବିର ପାଇଁ ଜିଲ୍ଲାର ୧୨ ଜଣ ଫୁଟବଲ ଖେଳାଳୀଙ୍କ ଯାତ୍ରା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଗାନ୍ଧୀ ଷ୍ଟାଡିୟମରେ ହୋଇଥିବା ୟୁ -୧୫ ସିଏମ ଟ୍ରଫିରେ ସୁବର୍ଣ୍ଣପୁର ଫୁଟବଲ ଦଳର ୧୨ ଜଣ ଫୁଟବଲ ଖେଳାଳୀ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଥିବାରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ହେବାକୁ ଥିବା ଫୁଟବଲ ସ୍ପୋର୍ଟ୍ସ ହଷ୍ଟେଲ ଚୟନ
Read More...

ଜାତୀୟ ରାଜପଥରେ ଦୁର୍ଘଟଣା : ଚାଲିଗଲା ଯୁବନେତାଙ୍କ ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଭୟାବହ ଦୁର୍ଘଟଣା । ବଲାଙ୍ଗିର-ସୁବର୍ଣ୍ଣପୁର ୫୭ ନମ୍ବର ଜାତୀୟ ରାଜପଥରେ ଭୟାବହ ଦୁର୍ଘଟଣା । ଏହି ଦୁର୍ଘଟଣାରେ ବିଜେପି ଯୁବ ନେତାଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁବରଣ କରିଥିବା ଯୁବ ନେତା ଜଣକ ହେଲେ ବଇଁରାସର ଗାଁର ସୂର୍ଯ୍ୟ ନାୟକ ।
Read More...

ତୁଷୁରା କ୍ଲଷ୍ଟର ସ୍ତରୀୟ ୬ଷ୍ଠ ମାସିକ ବୈଠକ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା ଏନ୍‌ଏ‌ସି କ୍ଲଷ୍ଟର ସ୍ତରୀୟ ଷଷ୍ଠ ମାସିକ ବୈଠକ ନଅଗାଁ ପ୍ରାଥମିକ ବିଦ୍ୟାଳୟଠାରେ ହୋଷ୍ଟ ସ୍କୁଲର ପ୍ରଧାନଶିକ୍ଷକ ଚନ୍ଦ୍ରଧ୍ୱଜ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୁଡଭେଲା ବ୍ଲକ୍ କୋଅର୍ଡିନେଟର ତଥା
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଆଲୋଚନା ଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ରାହ୍ମଣପଡା ସ୍ଥିତ ରାଧାକୃଷ୍ଣ ମନ୍ଦିର ଠାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଗଙ୍ଗାଧର ସାହିତ୍ୟ ଉପରେ ଏକ ଆଲୋଚନା ରଖିଥିଲେ । ଏହି ସଭାକୁ ସଭାପତି ଡ. ଭବାନୀ ଶଙ୍କର ପଟେଲ ପରିଚାଳନା କରିଥିଲେ । ସଭା ପ୍ରାରମ୍ଭରେ ବ୍ରାହ୍ମଣ ମନ୍ତ୍ରପାଠ ଓ
Read More...

କୁଚ୍‌ ବେହାର ଟ୍ରଫି କ୍ରିକେଟ ଚତୁର୍ଥ ଦିବସ ଅନ୍ତିମ ମ୍ୟାଚ୍‌ : ଓଡିଶା ବନାମ ହିମାଚଳ ପ୍ରଦେଶ ଫଳାଫଳ ଅମିମାଂସୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ ଏସୋସିଏସନ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଚାରି ଦିବସୀୟ କୁଚ୍‌ ବେହାର ଟ୍ରଫି କ୍ରିକେଟର ଅନ୍ତିମ ଦିବସ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି । ପୂର୍ବଦିନର ଅସମାପ୍ତ ଖେଳ ୩ ୱିକେଟ
Read More...

ଅସୁରକ୍ଷିତ ଜାତୀୟ ରାଜପଥ ଏନ୍.ଏଚ୍.ଏ.ଆଇ -୧୬

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଦେଇଯାଇଥିବା ଜାତୀୟ ରାଜପଥ ଏନ୍.ଏଚ୍.ଏ.ଆଇ.-୧୬ ଏବେ ସମ୍ପୂର୍ଣ୍ଣ ଅସୁରକ୍ଷିତ ମନେ ହେଉଛି । ଯାହାଫଳରେ ସର୍ବସାଧାରଣଙ୍କ ଯାତାୟତରେ ସୁରକ୍ଷିତ ତଥା ଶୃଙ୍ଖଳିତ ଭାବେ ଗମନାଗମନରେ ବ୍ୟବସ୍ଥିତ ସୁବିଧାରେ ନଥାଇ ଅନେକ ତ୍ରୁଟି ରହିଥିବା
Read More...

ବ୍ରହ୍ମପୁରର ଅଭିନେତ୍ରୀ, ନିର୍ଦ୍ଦେଶକ, ନାଟ୍ୟକାର, ସୁଲେଖିକା କୀରଣବାଳା ମିଶ୍ରଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ, ନିର୍ଦ୍ଦେଶକ, ନାଟ୍ୟକାର ଏବଂ ସୁଲେଖିକା କୀରଣବାଳା ମିଶ୍ରଙ୍କ ଦିଲ୍ଲୀରେ ହୃଦଘାତ ଯୋଗୁଁ ତାଙ୍କ ଦେହାନ୍ତ ହୋଇଯାଇଛି । ଶୁକ୍ରବାର ଗଞ୍ଜାମ ଜିଲ୍ଲାରେ ଏହି ଦୁଃଖଦ ଖବର ପହଂଚିବା ପରେ କଳାକାର ମହଲରେ
Read More...

ବିଲେଇସରଡା ହାଇସ୍କୁଲର ବାର୍ଷିକ କ୍ରୀଡା ଉଦଯାପିତ

-"ଶାରୀରିକ ଓ ମାନସିକ ବିକାଶ ପାଇଁ କ୍ରୀଡା ପ୍ରତିଯୋଗିତା ଏକ ଅତ୍ୟାବଶ୍ୟକ ଉପାଦାନ" ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସରଡା ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ପ୍ରଧାନଶିକ୍ଷକ ସ୍ୱାଧୀନ ସାହୁଙ୍କ
Read More...

କଲ୍ୟାଣପୁର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ : ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କଲ୍ୟାଣପୁର ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ ଓ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ଆଶୀଷ ପତ୍ର ପ୍ରଦାନ ଦ୍ୱାରା ବିଦ୍ୟାର୍ଥୀମାନେ ଆଗକୁ ବଢିବାକୁ ଉତ୍ସାହ ଓ ପ୍ରେରଣା ପାଇଥାନ୍ତି ବୋଲି ଶୁକ୍ରବାର ପୁରୀ ଜିଲ୍ଲା ଡେଲାଙ୍ଗ
Read More...

ଜାହାଜ ଏବଂ ବନ୍ଦର ସୁରକ୍ଷା ପାଇଁ ‘ବନ୍ଦର ସୁରକ୍ଷା ବ୍ୟୁରୋ’ ଗଠନ ସମ୍ପର୍କରେ ଅମିତ ଶାହଙ୍କ ସମୀକ୍ଷା ବୈଠକ

କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ସାରା ଦେଶରେ ବନ୍ଦରଗୁଡ଼ିକ ପାଇଁ ଏକ ଦୃଢ଼ ସୁରକ୍ଷା ଢାଞ୍ଚା ପ୍ରତିଷ୍ଠା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତିବାଣିଜ୍ୟ କ୍ଷମତା, ସ୍ଥାନ ଏବଂ ଅନ୍ୟାନ୍ୟ କାରକଗୁଡିକୁ ବିଚାରକୁ ନେଇ ସୁରକ୍ଷା ପଦକ୍ଷେପଗୁଡ଼ିକ ପର୍ଯ୍ୟାୟକ୍ରମେ ଏବଂ ବିପଦ-ଭିତ୍ତିକ
Read More...