Yearly Archives

2024

ଟିଟିଲାଗଡ ମାତୃ ଓ ଶିଶୁ ହସ୍ପିଟାଲ୍‌ରେ ଆନ୍ତର୍ଜାତୀୟ ନର୍ସ ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିବାରେ ଡ଼ାକ୍ତରଙ୍କ ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ ରହିଥାଏ, ସେହି ଚିକିତ୍ସା ପ୍ରଦାନ କରିବା ବେଳେ ନର୍ସ ମାନଙ୍କ ସେବା ମଧ୍ୟ ଏକ ବ୍ରହ୍ମାସ୍ତ୍ର ଭଳିଆ ରୋଗୀଙ୍କୁ କାମ କରିଥାଏ । ଡାକ୍ତର ଔଷଧ ଲେଖି ରୋଗୀଙ୍କୁ…
Read More...

୧୫ରେ ବଲାଙ୍ଗିର ଆସିବେ ରାହୁଲ

ଭୁବନେଶ୍ୱର : ଆସନ୍ତା ମେ’ ୧୫ରେ ଓଡ଼ିଶା ଦେଖିବ ହେଭିୱେଟ୍‌ଙ୍କ ପ୍ରଚାର । ବିଜେପି ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରଚାର କରିବାକୁ ଆସୁଥିବାବେଳେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିବାକୁ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଆସନ୍ତା ୧୫ ତାରିଖରେ…
Read More...

ସାଇଟ୍‌ କଲେଜରେ ବିଶ୍ୱ ସେବୀକା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ସମାଜ ସେବୀକା ଫ୍ଲୋରେନ୍‌ସ୍‌ ନାଇଟ୍‌ ଏଙ୍ଗେଲ୍‌ଙ୍କ ଜନ୍ମ ଦିନକୁ ବିଶ୍ୱ ସେବୀକା ଦିବସ ଭାବରେ ପାଳନ କରାଯାଇଛି । ସେହି ମର୍ମରେ ଆଜି ସ୍ଥାନୀୟ ସଦାଇପାଲି ପଲ୍ଲିଶ୍ରୀ ବିହାର ସ୍ଥିତ ସାଇଟ୍‌ କଲେଜ ପରିସରରେ ବିଶ୍ୱ ସେବୀକା ଦିବସ ପାଳିତ ହୋଇଯାଇଛି ।…
Read More...

ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ

୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୬ ଲୋକସଭା ଆସନ ପାଇଁ ୧.୯୨ ଲକ୍ଷ ମତଦାନ କେନ୍ଦ୍ରରେ ମତାଧିକାର ସାବ୍ୟସ୍ତ କରିବେ ୧୭.୭ କୋଟି ମତଦାତାଏହି ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶର ୧୭୫ଟି ବିଧାନସଭା ଆସନ ଏବଂ ଓଡ଼ିଶାର ୨୮ ଟି ବିଧାନସଭା ଆସନ ପାଇଁ ମଧ୍ୟ ହେବ ମତଦାନନିର୍ବାଚନ ଦିନ ଗ୍ରୀଷ୍ମ…
Read More...

ଗ୍ରୀଷ୍ମକାଳିନ କରାଟେ ଟାଇକଣ୍ଡୋ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ପି.ପି. ଏକାଡେମୀ ହାଇସ୍କୁଲ ପରିସରରେ ଅସିମ କରାଟେ ଏକାଡେମୀ ଓ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋର ମିଳିତ ଉଦ୍ୟମରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ରାଜ୍ୟ ସରକାର ପ୍ରକୃତିମିତ୍ର ପୁରସ୍କାର ପ୍ରାପ୍ତ ତଥା କରାଟେ ଓ ଟାଇକଣ୍ଡୋ…
Read More...

ସାଲେଭଟା – କୁଟାସିଂହା ରାସ୍ତାର କୁଠି ଯୋର ସେତୁ ନିର୍ମାଣ କାର୍ଯ୍ୟ ମନ୍ଥର ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତା ୧୧-୦୫-୨୪- ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା - କୁଟାସିଂହା ରାସ୍ତାର କୁଠି ଯୋର ସେତୁ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ଅଭିଯୋଗ ହୋଇଛି । ହରଭଙ୍ଗା ଓ ଡୁଙ୍ଗୁରିପାଲି ମଧ୍ୟ୍ୟରେ ପ୍ରବାହିତ ଏହି କୋଠି ଯୋର ଉପରେ କମଉଚ୍ଚର ପୋଲ ଥିବାରୁ…
Read More...

କେବଳ ହାତ ଚିହ୍ନ ହିଁ ବଲାଙ୍ଗିରର ବିକାଶ କରିଛି : ସମରେନ୍ଦ୍ର

୨୪ ବର୍ଷ ଶାସନରେ ବଲାଙ୍ଗିରର ପରିଚୟ ହେଉଛି ଦାଦନ ବଲାଙ୍ଗିର, (କେପିଏନ୍‌ଏସ୍‌) : କେବଳ ହାତ ଚିହ୍ନ ହିଁ ବଲାଙ୍ଗିରର ବିକାଶ କରିଛି ବୋଲି କହିଛନ୍ତି ସମରେନ୍ଦ୍ର ମିଶ୍ର । ‘ଆପଣମାନେ ଖୁସି ତ’ ସ୍ଲୋଗାନରେ ଗରିବଙ୍କ ଦୁଃଖ ଯାଉନାହିଁ । ଛାତ୍ରକୁ ଶିକ୍ଷକ ମିଳୁନାହିଁ । ଯୁବକଙ୍କୁ ରୋଜଗାର…
Read More...

ପିପିଲି ରଣଙ୍ଗନାରେ ୬ ଦଳୀୟ ଓ ୩ ସ୍ୱାଧୀନ ପ୍ରାର୍ଥୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୨୦୨୪ ସାଧାରଣ ନିର୍ବାଚନରେ ପିପିଲି ୧୧୦ ବିଧାନସଭା ଆସନ ପାଇଁ ଆସନ୍ତା ୨୫ ତାରିଖରେ ସମୁଦାୟ ୨୭୪ ବୁଥ୍‌ ମଧ୍ୟରୁ ଡେଲାଙ୍ଗ ବ୍ଲକର ୧୧୯ ବୁଥ୍‌ ଏବଂ ପିପିଲି ପୌରାଞ୍ଚଳ ସହ ପିପିଲି ବ୍ଲକର ୧୫୫ ବୁଥ୍‌ରେ ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନ…
Read More...

ବୌଦ୍ଧ ଜିଲ୍ଲା ବିଧାନସଭା ବିଜେପି ପ୍ରାର୍ଥୀ ସରୋଜ ପ୍ରଧାନଙ୍କ ଧୂଆଁଧାର ପ୍ରଚାର

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧରେ ଶୁଭୁଚି ପରିବର୍ତ୍ତନର ସ୍ୱର ଏଥର ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ତିନି ମୁଖ୍ୟ ଦଳଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା । କିଏ ବାଜି ମରିବ ବୌଦ୍ଧ ବିଧାନସଭା ଆସନ । ନେତା ଅସ୍ତବ୍ୟସ୍ତ । ଜନତା ଜନାର୍ଦ୍ଦନ ଚୁପଚାପ୍ । ଜଣା ପଡୁନି କାହା ମୁଣ୍ଡରେ…
Read More...

ବଲାଙ୍ଗିର କୋଶଳ କଳା ମଣ୍ଡଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ନିର୍ବାଚନୀ ପ୍ରଚାର ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କୋଶଳ କଳା ମଣ୍ଡଳରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ନିର୍ବାଚନୀ ପ୍ରଚାର ସଭା ଆଜି ଅପରାହ୍ନରେ ଆୟୋଜିତ ହୋଇଯାଇଛି । ସହସ୍ରାଧିକ ନବୀନ ପ୍ରେମୀଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ଆଗାମୀ ଜୁଲାଇ ମାସରୁ ଆଉ ବିଜୁଳି…
Read More...